Holi 2023: ଘରେ ବନାନ୍ତୁ ମହିସୁର ପାକ, ଦେଖନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

By

Published : Mar 6, 2023, 2:40 PM IST

Updated : Mar 6, 2023, 3:31 PM IST

thumbnail

ହାଇଦ୍ରାବାଦ: ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି । ଆଉ ମାତ୍ର ଗୋଟିଏ ଦିନ ପରେ ପୁରା ଦେଶ ପାଳିବ ହୋଲି ପର୍ବ । ଏହି ପର୍ବକୁ ମନାଇବା ପାଇଁ ଚାରିଆଡେ ଉତ୍ସାହର ମାହୋଲ । ରଙ୍ଗ ଦୋକାନ ଗୁଡିକରେ ଜମୁଛି ଲୋକଙ୍କ ଗହଳି । ତେବେ ହୋଲିରେ ପ୍ରାୟତଃ ସମସ୍ତେ ମିଠା ଖାଇବାକୁ ପସନ୍ଦ କରିଥାନ୍ତି । ତେଣୁ ସମସ୍ତଙ୍କ ଘରେ ସର୍ବତ ସାଙ୍ଗକୁ ମିଠା ମଧ୍ୟ ତିଆରି କରାଯାଏ । ରଙ୍ଗ ଲଗାଇ ହୋଲି ଖେଳିବା ସହ ମିଠାର ମଜା ଉଠାଇଥାନ୍ତି ସମସ୍ତେ । ତେବେ ଚଳିତ ବର୍ଷ ହୋଲିରେ ଆପଣଙ୍କ ଘରକୁ ଆସୁଥିବା ଅତିଥିଙ୍କୁ ଭିନ୍ନ ପ୍ରକାରର ମିଠା ଖୁଆଇବାକୁ ଚାହୁଁଛନ୍ତି କି ? ତେବେ ବଜାରରେ ମିଠା କିଣିବା ପରିବର୍ତ୍ତେ ଘରେ ବନାନ୍ତୁ ମହିସୁର ପାକ । ଯଦି ମହିସୁର ପାକ ଘରେ ତିଆରି କରିବାକୁ ଚାହିଁଛନ୍ତି ତେବେ ଏହାର ପ୍ରସ୍ତୁତି ଜାଣିବା ପାଇଁ ଦେଖନ୍ତୁ ଆମର ଏହି ଭିଡିଓ । ଆସନ୍ତୁ ଜାଣିବା ହିସୁର ପାକର ପ୍ରସ୍ତୁତି ପ୍ରଣାଳୀ ।

Last Updated : Mar 6, 2023, 3:31 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.