Panchayat Polls: ପାଖେଇ ଆସୁଛି ତାରିଖ, ଗଞ୍ଜାମରେ ଜମୁଛି ପ୍ରଚାର

By

Published : Feb 11, 2022, 1:18 PM IST

Updated : Feb 3, 2023, 8:11 PM IST

thumbnail

ବ୍ରହ୍ମପୁର: ନିର୍ବାଚନୀ ପ୍ରଚାରରେ କମ୍ପୁଛି ଗଞ୍ଜାମ ସହର। ଗାଁଠୁ ସହର ଚାରିଆଡ଼େ ରାଜନୈତିକ ଦଳଙ୍କ ଭିଡ଼ ଦେଖିବାକୁ ମିଳୁଛି। ନିର୍ବାଚନୀ ଅଞ୍ଚଳରେ ବିକାଶର ପ୍ରତିଶୃତି ଜନସାଧାରଣଙ୍କୁ ଆକୃଷ୍ଟ କରିବାକୁ ପ୍ରାର୍ଥୀମାନେ ଲାଗି ପଡ଼ିଛନ୍ତି। ଗଞ୍ଜାମ ବ୍ଳକର କରପଡା ପଞ୍ଚାୟତ ସମିତିସଭ୍ୟା ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଛନ୍ତି ଦିପାଳୀ ନାୟକ। ମୌଳିକ ସମସ୍ୟାର ସମାଧାନ ସହ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ଲକ୍ଷ୍ୟ ରଖି ନିଜ ସମର୍ଥକଙ୍କ ସହ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.