‘ଦଳକୁ ଆହୁରି ସୁଦୃଢ କରିବାକୁ ପଡିବ’

By

Published : Mar 5, 2021, 11:41 AM IST

thumbnail

ଭୁବନେଶ୍ବର: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ବିଜେଡି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିଛି । ଦଳୀୟ କାର୍ଯ୍ୟାଳୟରେ ବିଜୁ ବାବୁଙ୍କୁ ମନେ ପକାଉଛନ୍ତି ନେତା ଓ କର୍ମୀ । ବିଜୁ ବାବୁଙ୍କ ସ୍ବପ୍ନକୁ ସାକାର କରିବାକୁ ଦଳକୁ ଆହୁରି ସୁଦୃଢ କରିବାକୁ ପଡିବ ବୋଲି ଏହି ଅବସରରେ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି । ଏହା ସହ ଆମ ବରିଷ୍ଠ ଯିଏ ଆମ ପାଖରେ ବିଜୁ ବାବୁଙ୍କ ବାର୍ତ୍ତା ପହଞ୍ଚାଇଛନ୍ତି, ଆମ ଯୁବ ଛାତ୍ର ତାକୁ ଉଜ୍ଜୀବିତ କରିବା ବୋଲି ସେ କହିଛନ୍ତି । ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.