ବାଇକ ଆରୋହୀଙ୍କୁ ଟ୍ରାଫିକ ଶିକ୍ଷା ଦେଲେ ସିଦ୍ଧାନ୍ତ ମହାପାତ୍ର

By

Published : Jul 6, 2021, 9:47 PM IST

thumbnail

ଭୁବନେଶ୍ବର: ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ନିଜ ସାଇକେଲରେ ଶୁଟିଂ ସେଟ ଯିବା ବେଳେ ଜଣେ ବାଇକ ଆରୋହୀଙ୍କ ଯୁକ୍ତିତର୍କ କରିଥିବା ନଜର ଆସିଥିଲେ । ଟ୍ରାଫିକ ନିୟମକୁ ଅବମାନନା କରୁଥିବା ଜଣେ ମୋଟର ସାଇକେଲ ଆରୋହୀଙ୍କୁ ଗୁରୁ ଜ୍ଞାନ ଦେଇଛନ୍ତି ସେ । ବାଇକ ଆରୋହୀ ଜଣକ ଟ୍ରାଫିକ ନିୟମ ନମାନି ଆଗକୁ ଯାଇଥିଲେ । ଯାହାପରେ ପୁର୍ବତନ ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ର ତାଙ୍କୁ ଉଚିତ୍ ଶିକ୍ଷା ଦେଇଥିଲେ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.