Panchayat Poll: ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

By

Published : Feb 16, 2022, 6:21 PM IST

Updated : Feb 3, 2023, 8:16 PM IST

thumbnail

ବ୍ରହ୍ମପୁର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସନ୍ଧ୍ୟାରେ ସରୁଛି ପ୍ରଚାର । ଏହି ଅବସରରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀର ରଙ୍ଗେଇଲୁଣ୍ଡା ବ୍ଳକରେ ଜୋରଦାର ଚାଲିଛି ପ୍ରାର୍ଥୀଙ୍କ ପ୍ରଚାର । ଏହି ଅବସରରେ ବ୍ଳକର ରଣ୍ଢା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଅଜିତ କୁମାର ରାଉଳ ପ୍ରଚାରରେ ନିଜ ପଞ୍ଚାୟତର ବିକାଶର ନାରା ଦେଇ ଜାରି ରଖିଛନ୍ତି ପ୍ରଚାର । ଏହି ଅବସରରେ ଯୁବ ନେତୃତ୍ବ ନେଉଥିବା ଅଜିତ କୁମାର ରାଉଳ, ପଞ୍ଚାୟତ ବାସିନ୍ଦାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା । ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ , ଇଟିଭି ଭାରତ

Last Updated : Feb 3, 2023, 8:16 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.