Panchayat Poll: ଜକର ପଞ୍ଚାୟତରେ ଗରମ ନିର୍ବାଚନୀ ପ୍ରଚାର

By

Published : Feb 13, 2022, 10:25 PM IST

Updated : Feb 3, 2023, 8:11 PM IST

thumbnail

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନକୁ ନେଇ ଗରମ ନିର୍ବାଚନ ପ୍ରଚାର । ଏଭଳି ସମୟରେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଜକର ପଞ୍ଚାୟତରେ ଜୋରଦାର ରହିଛି ନିର୍ବାଚନ ପ୍ରଚାର । ପଞ୍ଚାୟତର ସରପଞ୍ଚ ପାଇଁ ଗୀତାଞ୍ଜଳୀ ପ୍ରଧାନ ଏବଂ ସମିତିସଭ୍ୟା ପାଇଁ ବନଜା ପ୍ରଧାନ ପ୍ରଚାର କରିଛନ୍ତି । ପଞ୍ଚାୟତରେ ରହିଯାଇଥିବା ଅଧୁରା କାର୍ଯ୍ୟକୁ ଶେଷ କରିବା ବାର୍ତ୍ତା ଦେଇ ପ୍ରଚାର କରୁଥିବା ଦେଖାଯାଇଛି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Feb 3, 2023, 8:11 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.