4 ଦିନର ଅଭିବୃଦ୍ଧିରେ ଲାଗିଲା ବ୍ରେକ, 149 ପଏଣ୍ଟ ଖସିଲା ସେନସେକ୍ସ

By

Published : Oct 22, 2020, 7:56 PM IST

thumbnail

ମୁମ୍ବାଇ: ଗତ 4 ଦିନ ଧରି କ୍ରମାଗତ ଭାବେ ଅଭିବୃଦ୍ଧିରେ ବନ୍ଦ ହେଉଥିବା ପୁଞ୍ଜି ବଜାରରେ ଲାଗିଲା ବିରାମ । ବୈଶ୍ବିକ ସ୍ତରରେ ଦୁର୍ବଳ ସଙ୍କେତ ମଧ୍ୟରେ ସେୟାର ସୂଚକାଙ୍କ ତଳମୁହାଁ ହୋଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଇନଫୋସିସ ଓ ଆଇସିଆଇସିଆଇ ବ୍ୟାଙ୍କ ଭଳି ବଡ ସେୟାରରେ ହ୍ରାସ ଯୋଗୁଁ ବିଏସଇ ସେନସେକ୍ସ 148.82 ପଏଣ୍ଟ ଖସି 40,558.49ରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 41.20 ପଏଣ୍ଟ କମି 11,896.45 ପଏଣ୍ଟରେ ପହଞ୍ଚିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.