'ଶେଷ ରାଉଣ୍ଡ ଗଣତି ବେଳକୁ ମ୍ୟାଜିକ ନମ୍ବର ପାଇବ ବିଜେପି'

By

Published : May 2, 2021, 4:27 PM IST

Updated : May 2, 2021, 8:02 PM IST

thumbnail

ଭୁବନେଶ୍ବର: ଆସାମ ଓ ପୁଡୁଚେରୀରେ ବିଜେପି ସରକାର ଗଠନ କରିବ । ଶେଷ ରାଉଣ୍ଡ ଗଣତି ବେଳକୁ ପଶ୍ଚିମବଙ୍ଗରେ ମଧ୍ୟ ଦଳ ବହୁମତ ହାସଲ କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପୃଥ୍ବୀରାଜ ହରିଚନ୍ଦନ । ତାମିଲନାଡ଼ୁରେ ଏନଡିଏ ଭଲ ପ୍ରଦର୍ଶନ କରିଛି ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ । ତାମିଲନାଡ଼ୁରେ ଏକଜିଟ୍ ପୋଲ ଯାହା ଆକଳନ ଥିଲା ତାହାଠାରୁ ଭଲ କରିଛି ଏନଡିଏ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଲୋକଙ୍କ ଭରସା ରହିଥିବା କଥା କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ ।

Last Updated : May 2, 2021, 8:02 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.