ଗୀତ ଗାଇ ଭାରତୀୟ ସଂସ୍କୃତି ଓ ଭାଇଚାରାର ବାର୍ତ୍ତା ଦେଲେ ଥାନାଧିକାରୀ

By

Published : Sep 27, 2022, 9:22 PM IST

Updated : Feb 3, 2023, 8:28 PM IST

thumbnail

ଯାଜପୁର: ପୁଣି ଚର୍ଚ୍ଚାରେ ଆଇଆଇସି (IIC) ରଞ୍ଜିତ କୁମାର ମହାନ୍ତି । କୋରୋନା ମହାମାରୀ ସମୟରେ ଗୀତ ଗାଇ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଥାନାଧିକାରୀ । ପବିତ୍ର ଦୁର୍ଗାପୂଜା ଅବସରରେ ବିଞ୍ଝାରପୁର ଥାନା ଅଧିକାରୀ ରଞ୍ଜିତ ନିଜେ ଗାଇଥିବା ଏକ ଭଜନ ସର୍ବାଜନୀନ କରିଛନ୍ତି । ଏହି ଭଜନ ମାଧ୍ୟମରେ ସେ ଭାରତୀୟ ସଂସ୍କୃତିର ମହାନତା ବର୍ଣ୍ଣନା କରିବା ସହିତ ଭାଇଚାରର ବାର୍ତ୍ତା ଦେଇଛନ୍ତି । ରଞ୍ଜିତ ମହାନ୍ତିଙ୍କ ଗୀତଟି ରେକର୍ଡିଂ ହୋଇଛି ଫ୍ଲାଇଙ୍ଗ ଷ୍ଟାର ଷ୍ଟଡ଼ିଓରେ । ଥାନାଧିକାରୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ବେଶ ପ୍ରଶାଂସା କରାଯାଉଛି । ଇଟିଭି ଭାରତ, ଯାଜପୁର

Last Updated : Feb 3, 2023, 8:28 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.