ETV Bharat / state

ରାୟଗଡାରେ ବାଲ୍ୟ ବିବାହକୁ ନାଁ

author img

By

Published : Aug 21, 2019, 3:14 PM IST

ରାୟଗଡା ଜିଲ୍ଲାରେ ବାଲ୍ୟ ବିବାହ ବନ୍ଦ କରିବା ପାଇଁ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ରାୟଗଡା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସଫଳ ରୂପାୟନ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ରାୟଗଡା: ଜିଲ୍ଲାରେ ବାଲ୍ୟ ବିବାହ ବନ୍ଦ କରିବା ପାଇଁ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ରାୟଗଡା ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ସଫଳ ରୂପାୟନ ନେଇ ଟାସ୍କଫୋର୍ସ ଗଠନ କରାଯାଇଛି । ଜିଲ୍ଲା ପ୍ରଶାସନ, ଏକ୍ସନଏଡ଼ ଓ ୟୁନିସେଫର ମିଳିତ ଆୟୋଜନ କ୍ରମେ କିଶୋର ଓ କିଶୋରୀମାନଙ୍କୁ ସଶକ୍ତ କରିବା ସହ ବାଲ୍ୟ ବିବାହଠାରୁ ସେମାନଙ୍କୁ ଦୂରେଇ ରଖିବାକୁ ଖସଡ଼ା ପ୍ରସ୍ତୁତ କରାଯାଇଛି।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା
ଏହି ବୈଠକରେ ନେହା ନାଇଡୁ ଶିଶୁ ସୁରକ୍ଷା ବିଶେଷଜ୍ଞ ୟୁନିସେଫ, ଲୋପାମୁଦ୍ରା ତ୍ରିପାଠୀ , ଘାସିରାମ ପଣ୍ଡା ନ୍ୟାସନାଲ ମ୍ୟାନେଜର ଏକ୍ସନଏଡ଼, ପ୍ରଶାସନିକ ଅଧିକାରୀ, ପୋଲିସ, ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲାର ସମସ୍ତ ଶିଶୁ ମଙ୍ଗଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ବାଲ୍ୟ ବିବାହ ରୋକିବା ଅଭିଯାନକୁ ଗ୍ରାମ୍ୟ ସ୍ତରରୁ ଆରମ୍ଭ କରାଇବାକୁ ବୈଠକରେ ଗୁରୁତ୍ବ ଦିଆଯାଇଛି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:ବାଲ୍ୟ ବିବାହକୁ ନାଁ Body:ରାୟଗଡା ଜିଲ୍ଲାରେ ବାଲ୍ୟ ବିବାହ ବନ୍ଦ କରିବା ନିମିତ୍ତ ସ୍ଥାନୀୟ DRDA ସମ୍ମିଳନୀ କକ୍ଷରେ ପ୍ରମୋଦ କୁମାର ବେହେରା ରାୟଗଡା ଜିଲ୍ଳାପାଳଙ୍କ ଅଧ୍ୟକ୍ଷତାରେ ସଫଳ ରୂପାୟନ ନିମିତ୍ତ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ଜିଲ୍ଲା ପ୍ରଶାସନ, ଏକ୍ସନଏଡ଼ ଓ ୟୁନିସେଫର ମିଳିତ ଆୟୋଜନ କ୍ରମେ କିଶୋର ଓ କିଶୋରୀମାନଙ୍କୁ ସଶକ୍ତ କରିବା ସହ ବାଲ୍ୟ ବିବାହ ଠାରୁ ସେମାନଙ୍କୁ ଦୁରେଇ ରଖିବାକୁ ଖସଡ଼ା ପ୍ରସ୍ତୁତ କରାଯାଇଛି। ଏହି ବୈଠକରେ ନେହା ନାଇଡୁ ଶିଶୁ ସୁରକ୍ଷା ବିଶେଷଜ୍ଞ ୟୁନିସେଫ, ଲୋପାମୁଦ୍ରା ତ୍ରିପାଠୀ , ଘାସିରାମ ପଣ୍ଡା ନେସନାଲ ମେନେଜର ଏକ୍ସନଏଡ଼, ପ୍ରଶାସନିକ ଅଧିକାରୀ, ପୋଲିସ, ଶିଶୁଶୁରକ୍ଷା ୟୁନିଟ, ଜିଲ୍ଲାର ସମସ୍ତ ଶିଶୁ ମଙ୍ଗଳ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବାଲ୍ୟ ବିବାହ ରୋକିବା ଅଭିଯାନକୁ ଗ୍ରାମ ସ୍ଥାରରୁ ଆରମ୍ଭ କରାଇବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଛି ।

Byte-ପ୍ରମୋଦ କୁମାର ବେହେରା, ଜିଲ୍ଳାପାଳ ରାୟଗଡା
Conclusion:ବାଲ୍ୟ ବିବାହକୁ ନାଁ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.