ETV Bharat / state

ମୁକୁନ୍ଦପୁର ଘାଟିରେ ଓଲିଟିଲା ବସ , 10 ଆହତ

author img

By

Published : Apr 26, 2021, 4:16 PM IST

bus accident in raygada, 10 injurd
ମୁକୁନ୍ଦପୁର ଘାଟିରେ ଓଲିଟିଲା ବସ , 10 ଆହତ

ମୁକୁନ୍ଦପୁର ଘାଟିରେ ଓଲିଟିଲା ବସ । 10 ଜଣ ଆହତ ହୋଇଥିବା ସୂଚନା । ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ କରାଯାଇଛି ଭର୍ତ୍ତି । ଅଧିକ ପଢନ୍ତୁ...

ରାୟଗଡା : ମୁକୁନ୍ଦପୁର ଘାଟିରେ ଓଲିଟିଲା ବସ । ଏଥିରେ 10 ଜଣ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ରାୟଗଡାର ମୁକୁନ୍ଦପୁର ଘାଟିରେ ବିଳମ୍ବିତ ରାତିରେ ଓମ ସାଇ ନାମକ ଏକ ଘରୋଇ ବସ ଓଲଟି ୧୦ ଆହତ ହୋଇଛନ୍ତି ।

ମୁକୁନ୍ଦପୁର ଘାଟିରେ ଓଲିଟିଲା ବସ , 10 ଆହତ

ସେମାନଙ୍କ ମଧ୍ୟରୁ ୭ ଗୁରୁତର ରହିଥିବା ଜଣା ପଡ଼ିଛି । ବସଟି ଜୟପୁରରୁ ନୟାଗଡ ଯାଉଥିବା ସମୟରେ ଚାନ୍ଦିଳି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ହେଲପର ନିକଟସ୍ଥ ଫଣ୍ଡିରେ ଖବର ଦେଇଥିଲା । ମୁକୁନ୍ଦପୁର ଫଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିଲେ । ତେବେ ବର୍ତମାନ ସୁଧା କେଉଁ କାରଣରୁ ଦୁର୍ଘଟଣା ଘଟିଲା ସେନେଇ ସ୍ପଷ୍ଟ ହୋଇ ନଥିବା ବେଳେ ପୋଲିସ ତଦନ୍ତ ଚଳାଇଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.