ETV Bharat / state

ବଜ୍ରପାତରେ ଯୁବକ ମୃତ

author img

By

Published : Apr 8, 2021, 10:34 PM IST

ବଜ୍ରପାତରେ ଯୁବକ ମୃତ
ବଜ୍ରପାତରେ ଯୁବକ ମୃତ

ଘର ସାମ୍ନାରେ ଛିଡା ହୋଇଥିବା ସମୟରେ ମାରିଲା ବିଜୁଳି । ଘଟଣାସ୍ଥଳରେ ହିଁ ଟଳିପଡିଲେ ଯୁବକ । ଅଧିକ ପଢନ୍ତୁ...

ନୂଆପଡା: ଜିଲ୍ଲା ବୋଡେନ ବ୍ଲକ ବିନପୁର ଗ୍ରାମରେ ଅଘଟଣ । ବଜ୍ରାଘାତରେ ଜଣେ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିଛି ।

ମୃତ ଯୁବକ ଜଣକ ବିନପୁର ଗ୍ରାମର ଲଛମନ ନାଗ ବୋଲି ଜଣାପଡିଛି । ଳଛମନ ନାଗ ବୁଧବାର ସନ୍ଧ୍ୟା ସମୟରେ ଘର ସମ୍ମୁଖରେ ଛିଡା ହୋଇଥିଲେ । ଏହି ସମୟରେ ହଠାତ ଘୁର୍ଣ୍ଣିଝଡ ହେବାସହ ବଜ୍ରପାତ ହୋଇଥିଲା । ଏଥିରେ ଲଛମନ ନାଗଙ୍କ ମୃତ୍ୟୁ ଘଟିଛି । ତେବେ ଘଟଣାଟି ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.