ETV Bharat / state

ଆଜି ସୁପ୍ରିମକୋର୍ଟରେ ହେବ ପରୀ ମାମଲାର ଶୁଣାଣି !

author img

By

Published : Feb 22, 2021, 12:15 PM IST

Updated : Feb 22, 2021, 12:26 PM IST

ଆଜି ସୁପ୍ରିମକୋର୍ଟରେ ହେବ ପରୀ ମାମଲାର ଶୁଣାଣି !
ଆଜି ସୁପ୍ରିମକୋର୍ଟରେ ହେବ ପରୀ ମାମଲାର ଶୁଣାଣି !

12:00 February 22

ପରୀ ହତ୍ୟାକାଣ୍ଡ ମାମଲା; ସିବିଆଇ ତଦନ୍ତ ନେଇ ଆଜି ସୁପ୍ରିମକୋର୍ଟ ହୋଇପାରେ ଶୁଣାଣି

ନୟାଗଡ: ବହୁ ଚର୍ଚ୍ଚିତ ନୟାଗଡ ପରୀ ହତ୍ୟାକାଣ୍ଡ ମାମଲା । ସୁପ୍ରିମକୋର୍ଟରେ ସିବିଆଇ ତଦନ୍ତ ଆବେଦନ ଉପରେ ଆଜି ହୋଇପାରେ ଶୁଣାଣି । ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରି ପରୀର ମାଆ ସୌଦାମିନୀ ସାହୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି ବେଳେ ରାଜ୍ୟ ସରକାର ଓ ହାଇକୋର୍ଟଙ୍କ ପକ୍ଷରୁ କେଉଁ ସତ୍ୟପାଠ ଦାଖଲ କରିବେ ସେନେଇ ସମସ୍ତଙ୍କ ନଜର ରହିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Feb 22, 2021, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.