ETV Bharat / state

ପରୀ ହତ୍ୟା ମାମଲା: ଅଭିଯୁକ୍ତର ଜାମିନ ଆବେଦନ ଶୁଣାଣି, ରାୟ ସଂରକ୍ଷିତ

author img

By

Published : Mar 23, 2021, 9:38 PM IST

ପରୀ ହତ୍ୟା ମାମଲା ଅଭିଯୁକ୍ତ ଜାମିନ ଆବେଦନ ଶୁଣାଣି: ରାୟ ସଂରକ୍ଷିତ
ପରୀ ହତ୍ୟା ମାମଲା ଅଭିଯୁକ୍ତ ଜାମିନ ଆବେଦନ ଶୁଣାଣି: ରାୟ ସଂରକ୍ଷିତ

ପରୀ ହତ୍ୟା ମାମଲା ଅଭିଯୁକ୍ତ ଜାମିନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ କୋର୍ଟ । ଆସନ୍ତାକାଲି ପ୍ରକାଶ ପାଇପାରେ ରାୟ । ଅଧିକ ପଢନ୍ତୁ...

ନୟାଗଡ: ପରୀ ହତ୍ୟା ମାମଲା ଅଭିଯୁକ୍ତ ଜାମିନର ରାୟ ସଂରକ୍ଷିତ । ନୟାଗଡ ଚିଲ୍ଡ୍ରେନ୍ସ କୋର୍ଟ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ତେବେ ଆସନ୍ତାକାଲି(ବୁଧବାର) ରାୟ ପ୍ରକାଶ ପାଇପାରେ ବୋଲି ଚର୍ଚ୍ଚା ହେଉଛି ।

ପରୀ ହତ୍ୟା ମାମଲା ଅଭିଯୁକ୍ତ ଜାମିନ ଆବେଦନ ଶୁଣାଣି: ରାୟ ସଂରକ୍ଷିତ

ବହୁଚର୍ଚ୍ଚିତ ପରି ହତ୍ୟା ମାମଲାରେ ଅଭିଯୁକ୍ତ ନାବାଳକର ଜାମିନ ଆବେଦନର ଆଜି(ମଙ୍ଗଳବାର) ଶୁଣାଣି କରିଛନ୍ତି ନୟାଗଡ ଚିଲ୍ଡ୍ରେନ୍ସ କୋର୍ଟ । ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ଅଦାଲତ l ତେବେ ଆସନ୍ତାକାଲି ରାୟ ପ୍ରକାଶ ପାଇପାରେ ବୋଲି ସୂଚନା ମିଳିଛି l

ଗତ 19 ତାରିଖରେ ନୟାଗଡ଼ ଚିଲଡ୍ରେନ୍ସ କୋର୍ଟରେ ଅଭିଯୁକ୍ତ ନାବାଳକର ଜାମିନ ଆବେଦନ ହୋଇଥିଲା l ପୂର୍ବରୁ ମଧ୍ୟ ଅଭିଯୁକ୍ତ ନାବାଳକକୁ ରିମାଣ୍ଡରେ ନେଇ ଥିବାବେଳେ ଏସଆଇଟି ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିଲା । ତେବେ ଆଜି ଅଭିଯୁକ୍ତର ଜାମିନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.