ETV Bharat / state

ନାବାଳିକା ଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲା: ଦୁଇ ଜଣଙ୍କୁ 20 ବର୍ଷ ଜେଲ, 50 ହଜାର ଫାଇନ

author img

By

Published : Jul 19, 2021, 9:28 PM IST

ନୟାଗଡ଼ ଚିଲଡ୍ରେନ କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ । ଦୁଷ୍କର୍ମ କରି ଭିଡ଼ିଓ ଭାଇରାଲ କରିବା ଘଟଣାରେ ଦୁଇ ଦୁଷ୍କର୍ମକାରୀଙ୍କୁ 20 ବର୍ଷ ଜେଲ ଦଣ୍ଡ ସହ, 50 ହଜାର ଟଙ୍କା ଫାଇନ । ଅଧିକ ପଢନ୍ତୁ...

ନୟାଗଡ଼ ଚିଲଡ୍ରେନ କୋର୍ଟର ଗୁରୁତ୍ୱ ପୂର୍ଣ୍ଣ ରାୟ: ଦୁଇ ଅଭିଯୁକ୍ତ ନାବାଳକଙ୍କୁ 20 ବର୍ଷ ଜେଲ, 50 ହଜାର ଫାଇନ
ନୟାଗଡ଼ ଚିଲଡ୍ରେନ କୋର୍ଟର ଗୁରୁତ୍ୱ ପୂର୍ଣ୍ଣ ରାୟ: ଦୁଇ ଅଭିଯୁକ୍ତ ନାବାଳକଙ୍କୁ 20 ବର୍ଷ ଜେଲ, 50 ହଜାର ଫାଇନ

ନୟାଗଡ଼: ନୟାଗଡ଼ ଚିଲଡ୍ରେନ କୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟ । ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଚଞ୍ଚଳରେ 2017 ମସିହାରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିଲା ।

ନାବାଳିକାକୁ ଦୁଷ୍କର୍ମ କରିବା ସହିତ ତା’ର ଭିଡିଓ କରି ଭାଇରାଲ କରିଥିଲେ ଦୁଷ୍କର୍ମକାରୀମାନେ l ଏଥିରେ ଦୁଇ ଦୁଷ୍କର୍ମକାରୀ ନାବାଳକ ଥିଲେ l ଆଜି ଏହି ମାମଲାରେ ଦଣ୍ଡ ଶୁଣାଣି ହୋଇଛି । ସେମାନଙ୍କୁ 20 ବର୍ଷ ଜେଲ ଦଣ୍ଡ ସହ, 25 ହଜାର ଟଙ୍କା ଲେଖାଏଁ ଫାଇନ କରିଛନ୍ତି ନୟାଗଡ଼ ଚିଲଡ୍ରେନ କୋର୍ଟ l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.