ETV Bharat / state

ଯଦୁପୁର ନାବାଳିକା ହତ୍ୟାକାଣ୍ଡ ମାମଲା: କୋର୍ଟରେ ହାଜର ହେଲା ଅଭିଯୁକ୍ତ

author img

By

Published : Feb 12, 2021, 12:48 PM IST

Updated : Feb 12, 2021, 1:00 PM IST

ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲା
ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲା

12:31 February 12

ଯଦୁପୁର ନାବାଳିକା ହତ୍ୟା ଓ ଦୁଷ୍କର୍ମ ମାମଲା: କୋର୍ଟରେ ହାଜର ହେଲା ଅଭିଯୁକ୍ତ

ନୟାଗଡ:ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା । ନୟାଗଡ ଚିଲଡ୍ରେନ କୋର୍ଟରେ ହାଜର ହେଲା ଅଭିଯୁକ୍ତ ନାବାଳକ । ଏସଆଇଟିର LVA ଟେଷ୍ଟ ଆବେଦନ ଉପରେ ହେବ ଶୁଣାଣି । ଅନ୍ୟପଟେ, ଅଭିଯୁକ୍ତକୁ ଏସଆଇଟି ପକ୍ଷରୁ ନିର୍ଯ୍ୟାତନା ଦିଆଯାଇଥିବା  ମାମଲା ଉପରେ ମଧ୍ୟ କୋର୍ଟରେ ଶୁଣାଣି କରାଯିବ ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated :Feb 12, 2021, 1:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.