ETV Bharat / state

ପଲିଥିନ ପାଇଁ ଗୀତ ଗାଇ ଚର୍ଚ୍ଚାରେ ଛାତ୍ର

author img

By

Published : Oct 24, 2019, 4:01 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ନବରଙ୍ଗପୁର

ନବରଙ୍ଗପୁର ଜିଲ୍ଲାର ଛାତ୍ର ଦେବୀ ପ୍ରସାଦ ମିଶ୍ର ପଲିଥିନମୁକ୍ତ ବାର୍ତ୍ତା ଦେଇଛନ୍ତି । ସୁରଭି 2019 କାର୍ଯ୍ୟକ୍ରମ ମାଧ୍ୟମରେ ଗୀତ ପରିବେଷଣ କରି ଚର୍ଚ୍ଚାରେ ଏବଂ ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ନବରଙ୍ଗପୁର: ନବରଙ୍ଗପୁରରେ ଛାତ୍ରଙ୍କ ପଲିଥିନ ମୁକ୍ତ ବାର୍ତ୍ତା । କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଏମ. କେରାଗାଁ ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ର ଦେବୀ ପ୍ରସାଦ ମିର୍ଗାନଙ୍କ ନିଆରା ବାର୍ତ୍ତା । ସୁରଭି-୨୦୧୯ କାର୍ଯ୍ୟକ୍ରମରେ ପଲିଥିନମୁକ୍ତ ବିଷୟରେ ସଂଗୀତ ପରିବେଷଣ କରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ।

ନବରଙ୍ଗପୁରରେ ଛାତ୍ରଙ୍କ ପଲିଥିନ ମୁକ୍ତ ସନ୍ଦେଶ

ଶିଶୁ ମହୋତ୍ସବ ସୁରଭି -2019 କାର୍ଯ୍ୟକ୍ରମରେ ଦେବୀ ପ୍ରସାଦ ଏହି ବାର୍ତ୍ତା ଦେଇଛନ୍ତି । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ପଲିଥିନ ବ୍ୟବହାର ଦ୍ଵାରା ଆମ ପରିବେଶ ଦୂଷିତ ହେବା ସହ ଆମ ଦୈନନ୍ଦିନ ଜୀବନରେ କ’ଣ କ’ଣ କ୍ଷତି କରୁଛି ତାହା ଏହି ସଙ୍ଗୀତରେ ବର୍ଣ୍ଣନା କରିଛନ୍ତି । ତାଙ୍କର ଏହି ନିଆରା ଢ଼ଙ୍ଗରେ ସଙ୍ଗୀତ ପରିବେଷଣ ମାଧ୍ୟମରେ ସମାଜକୁ ଦେଇଥିବା ବାର୍ତ୍ତାରେ ସେ ଜିଲ୍ଲାବାସୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର
ନବରଙ୍ଗପୁରରେ ଛାତ୍ରଙ୍କ ପଲିଥିନ ମୁକ୍ତ ସନ୍ଦେଶ । କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଏମ. କେରାଗାଁ ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟର ଛାତ୍ର ଦେବୀ ପ୍ରସାଦ ମିର୍ଗାନଙ୍କ ନିଆରା ବାର୍ତ୍ତା । ସୁରଭି-୨୦୧୯ କାର୍ଯ୍ୟକ୍ରମରେ ପଲିଥିନ ମୁକ୍ତ ବିଷୟରେ ସଂଗୀତ ପରିବେଷଣ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ଦେବୀ ପ୍ରସାଦ । ଏହି ଭିଡିଓ ଟି ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ପଲିଥିନ ବ୍ୟବହାର ଦ୍ଵାରା ଆମ ପରିବେଶ ଦୂଷିତ ହେବା ସହ ଆମ ଦୈନନ୍ଦିନ ଜୀବନରେ କଣ କଣ କ୍ଷତି କରୁଛି ତାହା ଏହି ସଙ୍ଗୀତ ରେ ବର୍ଣ୍ଣନା କରିଛନ୍ତି ଏହି ବାଳକ ।ତାଙ୍କର ଏହି ନିଆରା ଢ଼ଙ୍ଗରେ ସଙ୍ଗୀତ ପରିବେଷଣ ମାଧ୍ୟମରେ ସମାଜକୁ ଦେଇଥିବା ବାର୍ତ୍ତାରେ ସେ ଜିଲ୍ଲାବାସୀଙ୍କ ପ୍ରଶଂସାର ପାତ୍ର ହୋଇଛନ୍ତି...Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.