ETV Bharat / state

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

author img

By

Published : Nov 6, 2021, 10:10 PM IST

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ । ପକ୍ସୋ ଆକ୍ଟରେ କୋର୍ଟ ଫରଓ୍ବାର୍ଡ କଲା ମହୁଲପଡା ପୋଲିସ । ଅଧିକ ପଢନ୍ତୁ...

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅଞ୍ଚଳରେ ଲଜ୍ୟା । ସ୍ଥାନୀୟ ଜଣେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ମହୁଲଡିହା ପୋଲିସ । ଉକ୍ତ ନାବାଳିକାର ପରିବାର ମହୁଲଡିହା ଥାନାରେ ଏନେଇ ଏତଲା ଦେବା ପରେ ସମ୍ପୃକ୍ତ ଯୁବକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୋଲିସ ।

ତେବେ ପରିବାର ପକ୍ଷରୁ ଏତଲା ଦେବା ପରେ ପୋଲିସ କେସ ନଂ- ୭୪ ରୁଜୁ କରିବା ସହ ଉକ୍ତ ଯୁବକକୁ ଗିରଫ କରିଥିଲା । ଆଜି ତାର ଡାକ୍ତରୀ ମାଇନା ପରେ ପକ୍ସୋ ଆକ୍ଟ ଅନୁଯାୟୀ କୋର୍ଟରେ ହାଜର କରିଛି ପୋଲିସ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.