ETV Bharat / state

ବାତ୍ୟା ୟସ ପାଇଁ ମୟୂରଭଞ୍ଜରେ ଏନଡିଆରଏଫ ଟିମ ପ୍ରସ୍ତୁତ

author img

By

Published : May 25, 2021, 8:09 PM IST

ବାତ୍ୟା ୟସ ପାଇଁ ମୟୂରଭଞ୍ଜରେ ଏନଡିଆରଏଫ ଟିମ ପ୍ରସ୍ତୁତ
ବାତ୍ୟା ୟସ ପାଇଁ ମୟୂରଭଞ୍ଜରେ ଏନଡିଆରଏଫ ଟିମ ପ୍ରସ୍ତୁତ

ବାତ୍ୟା ୟସର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିବ । ତେବେ ବାତ୍ୟା ୟସର ମୁକାବିଲା ପାଇଁ ଜିଲ୍ଲାରେ ପ୍ରସ୍ତୁତ ଏନଡିଆରଏଫ ଟିମ । ଅଧିକ ପଢନ୍ତୁ...

ବାରିପଦା: ସ୍ଥଳ ଭାଗ ଆଡକୁ ମାଡି ଆସୁଛି ସାମୁଦ୍ରିକ ଝଡ଼ ବାତ୍ୟା ୟସ, ଆସନ୍ତାକାଲି କରିବ ଲ୍ୟାଣ୍ଡଫଲ । ତେବେ ଚାନ୍ଦବାଲି-ଧାମରା ମଝିରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ବାତ୍ୟା ୟସ ପାଇଁ ମୟୂରଭଞ୍ଜରେ ଏନଡିଆରଏଫ ଟିମ ପ୍ରସ୍ତୁତ

ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ସହ ପବନ ବୋହିବ ଆଉ ସେଥିପାଇଁ ଜିଲ୍ଲାରେ ଏନଡିଆରଏଫ ଟିମ ପ୍ରସ୍ତୁତ ଅଛନ୍ତି । ବାରିପଦା ସମେତ ଜିଲ୍ଲାର ବିଭିନ୍ନ ବ୍ଲକରେ ମୋଟ ୭ଟି ଏନଡିଆରଏଫ ଟିମ ବାତ୍ୟା ୟସର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଏନଡିଆରଏଫ ଟିମର ମୁଖ୍ୟ । ବାତ୍ୟାର ଗତିବିଧିକୁ ଲକ୍ଷ୍ୟ କରି ଟିମର ସମସ୍ତ କର୍ମଚାରୀମାନେ ମୟୂରଭଞ୍ଜ ଜିଲ୍ଲାରେ ପ୍ରସ୍ତୁତ ଅଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.