ETV Bharat / state

ଉଦଘାଟିତ ହେଲା ଉତ୍ତର ଓଡ଼ିଶାର ସର୍ବବୃହତ୍ତ ଜଗଧାତ୍ରୀ ମେଳା

author img

By

Published : Nov 12, 2019, 8:22 PM IST

ଉଦଘାଟିତ ହେଲା ଉତ୍ତର ଓଡ଼ିଶାର ସର୍ବବୃହତ୍ତ ଜଗଧାତ୍ରୀ ମେଳା

ବାରିପଦା ଭଞ୍ଜପୁରରେ ଉଦଘାଟିତ ହୋଇଯାଇଛି ମା’ ଜଗଧାତ୍ରୀ ମେଳା । ଏହି ମେଳାକୁ ଉଦଘାଟନ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ।

ବାରିପଦା: ଉତ୍ତର ଓଡ଼ିଶାର ଅନ୍ୟତମ ମେଳା ଭାବେ ପରିଚିତ ମା’ ଜଗଧାତ୍ରୀ ମେଳା । ବାରିପଦା ଭଞ୍ଜପୁର ମା’ ଜଗଧାତ୍ରୀ ମେଳା ଉଦଘାଟିତ ହୋଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ 12 ଦିନିଆ ଜଗଧାତ୍ରୀ ମେଳା ଅନୁଷ୍ଠିତ ହେବ ।

ଉଦଘାଟିତ ହେଲା ଉତ୍ତର ଓଡ଼ିଶାର ସର୍ବବୃହତ୍ତ ଜଗଧାତ୍ରୀ ମେଳା


ଏହାକୁ ଉଦଘାଟନ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ଜଗଧାତ୍ରୀ ମେଳାର ଅଧ୍ୟକ୍ଷ ତଥା ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ପୌରାହିତ୍ୟରେ ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ବାଜ, ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ପ୍ରମୂଖ ଏହି ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ। ଏହି ମେଳାରେ ମୋଟ ତିନିଶହରୁ ଊର୍ଦ୍ଧ୍ବ ଷ୍ଟଲ ଲାଗିଥିବା ବେଳେ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିବ ମା’ ଜଗଧାତ୍ରୀ ମେଳା ।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ଉତ୍ତର ଓଡ଼ିଶାର ଅନ୍ୟତମ ମେଳା ଭାବେ ପରିଚିତ ବାରିପଦା ଭଞ୍ଜପୁର ରେ ମା ଜଗଧାତ୍ରୀ ମେଳା ଉଦଘାଟିତ ହୋଇଅଛି।ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ 12 ଦିନିଆ ଜଗଧାତ୍ରୀ ମେଳା କୁ ଉଦଘାଟନ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାର୍ଣ୍ଡି।ଜଗଧାତ୍ରୀ ମେଳାର ଅଧ୍ୟକ୍ଷ ତଥା ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁଦାମ ମାର୍ଣ୍ଡି ଙ୍କ ପୌରାହିତ୍ୟ ରେ ମୟୁରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ୱାଜ, ଏସ ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି ପ୍ରମୂଖ ଏହି ଉଦ୍ଘାଟନୀ ଉତ୍ସବ ରେ ଯୋଗ ଦେଇ ମେଳାକୁ ଉଦଘାଟନ କରିଛନ୍ତି। ଏହି ମେଳାରେ ମୋଟ ତିନିଶହ ରୁ ଉର୍ଦ୍ଧ ଷ୍ଟଲ ଲାଗିଥିବା ବେଳେ ଆସନ୍ତା 21 ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.