ETV Bharat / state

Vote Counting: ଭୋଟ ଗଣତି ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

author img

By

Published : Feb 24, 2022, 10:48 PM IST

Vote Counting : ଭୋଟ ଗଣତି ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ
Vote Counting : ଭୋଟ ଗଣତି ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ରାଜ୍ୟରେ ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ । ଦିନକ ପରେ ଭୋଟ ଗଣତି ଅନୁଷ୍ଠିତ ହେବ । ସେନେଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବା କହିଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ।

କୋରାପୁଟ : ରାଜ୍ୟରେ ଶେଷ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ । ଦିନକ ପରେ ଭୋଟ ଗଣତି ଅନୁଷ୍ଠିତ ହେବ । ସେନେଇ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା କହିଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ।

Vote Counting : ଭୋଟ ଗଣତି ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ

ପ୍ରତ୍ୟେକ ବ୍ଲକରେ ଭୋଟ ଗଣତି କରିବା ଠାରୁ ଆରମ୍ଭ କରି ଭୋଟ ଗଣତିର ସମୟାନୁଯାୟୀ ତଥ୍ୟ ପ୍ରଦାନ ପାଇଁ ନୂତନ ଭାବେ ସୃଷ୍ଟି କରାଯାଇଥିବା ପୋର୍ଟାଲ "ପରିଣାମ"କୁ କିପରି ବ୍ୟବହାର କରିପାରିବେ । ସେ ସଂକ୍ରାନ୍ତରେ ଆଜି(ଗୁରୁବାର) ଭୁବନେଶ୍ୱର କାର୍ଯ୍ୟାଳୟ ସହ ସମ୍ପର୍କ ରଖି ମକ ଗଣତି ପ୍ରକ୍ରିୟାର ଅଭ୍ୟାସ କରାଯାଇଛି । ତେବେ ଏହି ପୋର୍ଟାଲରେ ଥିବା ତଥ୍ୟ ସାଧାରଣ ଲୋକଙ୍କ ପାଇଁ ଉନ୍ମୁକ୍ତ ରହିବ ନା ନାହିଁ ସେ ସଂକ୍ରାନ୍ତରେ କୌଣସି ନିର୍ଦ୍ଦେଶ ଆସିନଥିବା ସେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.