ETV Bharat / state

ବଡ ବିସ୍ଫୋରଣ ପୂର୍ବରୁ ମାଓବାଦୀ ଲୁଚାଇଥିବା ବିସ୍ଫୋରକ ନିଷ୍କ୍ରିୟ କଲା ବିଏସଏଫ

author img

By

Published : Nov 20, 2021, 12:56 PM IST

ମାଓବାଦୀଙ୍କ ଯୋଜନା ପଣ୍ଡ
ମାଓବାଦୀଙ୍କ ଯୋଜନା ପଣ୍ଡ

ମାଓବାଦୀଙ୍କ ଯୋଜନା ପଣ୍ଡ । ଓଡିଶା ଓ ଛତିଶଗଡ଼ ସୀମାନ୍ତ ପୂଜାରିପୁଟ ଜଙ୍ଗଲରେ ମାଓବାଦୀ ଲୁଚାଇଥିବା ବିସ୍ଫୋରକ ଦ୍ରବ୍ୟକୁ ନଷ୍ଟ କଲା ବିଏସଏଫ । ଅଧିକ ପଢନ୍ତୁ

କୋରାପୁଟ: ମାଓବାଦୀଙ୍କ ଯୋଜନା ପଣ୍ଡ । ଓଡିଶା ଓ ଛତିଶଗଡ଼ ସୀମାନ୍ତ ପୂଜାରିପୁଟ ଜଙ୍ଗଲରେ ମାଓବାଦୀ ଲୁଚାଇଥିବା ବିସ୍ଫୋରକ ଦ୍ରବ୍ୟକୁ ନଷ୍ଟ କଲା ବିଏସଏଫ । ଏହାଦ୍ବାରା ମାଓବାଦୀଙ୍କ ଦ୍ବାରା କରାଯାଇଥିବା ଏକ ସାଂଘାତିକ ଆକ୍ରମଣର ସମ୍ଭାବନାକୁ ଏଡାଇ ଦିଆଯାଇପାରିଥିବା ଅନୁମାନ କରାଯାଉଛି ।

ମାଓବାଦୀଙ୍କ ଯୋଜନା ପଣ୍ଡ

ତେବେ କୋରାପୁଟ ଜିଲ୍ଲାର ଓଡିଶା ଓ ଛତିଶଗଡ଼ ସୀମାନ୍ତରେ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ପୂଜାରିପୁଟ ଜଙ୍ଗଲ ମଧ୍ୟରେ ମାଓବାଦୀ ଲୁଚାଇ ରଖିଥିବା ବିସ୍ଫୋରକ ଦ୍ରବ୍ୟକୁ ବିଏସଏଫର ଏକ ସ୍ବତନ୍ତ୍ର ଟିମ୍ ନଷ୍ଟ କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.