ETV Bharat / state

Padmapur ByPoll: ଆମେ ଜିତିବୁ, ବିରୋଧୀ ଫମ୍ପା ଆବାଜ କରୁଛନ୍ତି: କୃଷି ମନ୍ତ୍ରୀ

author img

By

Published : Nov 16, 2022, 7:49 AM IST

Etv Bharat
Etv Bharat

କେନ୍ଦ୍ର ସରକାରଙ୍କ ଅଧୀନରେ ପ୍ରଧାନମନ୍ତ୍ରୀ ବୀମା ଯୋଜନା ସେମାନେ ବୁଲେଇ ବଙ୍କେଇ କଥା ନ କୁହନ୍ତୁ। ସେ ଆଗ ଆମ ଚାଷୀଙ୍କ ଟଙ୍କା ଦିଅନ୍ତୁ । ବୀମା କମ୍ପାନୀ ଗୁଡ଼ିକୁ କେନ୍ଦ୍ର ସରକାର ଚୟନ କରନ୍ତି । ଏତେ ଲୁଚାଚୋରା କାର୍ଯ୍ୟକ୍ରମ କଣ ପାଇଁ ? ଚାଷୀଙ୍କ କଥା ସେ ବୁଝିବା ଦରକାର । ଏଭଳି ଢଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ଅଧିକ ପଢନ୍ତୁ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଅଧୀନରେ ପ୍ରଧାନମନ୍ତ୍ରୀ ବୀମା ଯୋଜନା ସେମାନେ ବୁଲେଇ ବଙ୍କେଇ କଥା ନ କୁହନ୍ତୁ । ସେ ଆଗ ଆମ ଚାଷୀଙ୍କ ଟଙ୍କା ଦିଅନ୍ତୁ । ବୀମା କମ୍ପାନୀ ଗୁଡ଼ିକୁ କେନ୍ଦ୍ର ସରକାର ଚୟନ କରନ୍ତି । ଏତେ ଲୁଚାଚୋରା କାର୍ଯ୍ୟକ୍ରମ କଣ ପାଇଁ ? ଚାଷୀଙ୍କ କଥା ସେ ବୁଝିବା ଦରକାର । ମଙ୍ଗଳବାର ଏଭଳି ଢଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିଥିଲେ ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ସେହିପରି କୃଷି ମନ୍ତ୍ରୀ କହିଛନ୍ତି କି, ‘‘ପଦ୍ମପୁରରେ ଆମେ ଜିତିବୁ । ସେମାନେ (ବିରୋଧୀ) ଫମ୍ଫା ଆୱାଜ ମାରୁଛନ୍ତି । ଇନପୁଟ ସବସିଡି ଉପରେ ଆମେ କାର୍ଯ୍ୟକ୍ରମ ଗ୍ରହଣ କରିଛୁ । କେନ୍ଦ୍ର ସରକାରଙ୍କୁ ହାତ ଯୋଡି ନିବେଦନ କରୁଛି ସେ ଆମ ଓଡିଶା ଚାଷୀଙ୍କ ପାଉଣା ଦେଇ ଦିଅନ୍ତୁ । ଚାଷୀଙ୍କ ଆୟ କେମିତି ଦ୍ବିଗୁଣିତ ହେବ । ଆମର ଉତ୍ପାଦନ ଭଲ ହେଉଛି । ଧାନ ସଂଗ୍ରହ ବି ଭଲ ଓ ଚାଷୀଙ୍କୁ ଅଧିକ ରୋଜଗାର ଦେଇଛୁ । ପୂର୍ବ ବର୍ଷ ତୁଳନାରେ Marginal ଓ small ଚାଷୀଙ୍କୁ 25 %ରୁ ଅଧିକ କଭର କରିଛୁ । ଚାଷୀଙ୍କୁ ସବୁବେଳେ ଆମେ ସମ୍ମାନ ଦେଇଛୁ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.