ETV Bharat / state

ପରିବା ଦୋକାନରୁ ଜବତ ହେଲା କଫ ସିରଫ: ଜଣେ ଗିରଫ

author img

By

Published : Apr 13, 2021, 9:43 PM IST

ପରିବା ଦୋକାନରୁ ଜବତ ହେଲା କଫ ସିରଫ : ଜଣେ ଗିରଫ
ପରିବା ଦୋକାନରୁ ଜବତ ହେଲା କଫ ସିରଫ : ଜଣେ ଗିରଫପରିବା ଦୋକାନରୁ ଜବତ ହେଲା କଫ ସିରଫ : ଜଣେ ଗିରଫ

ଖୋର୍ଦ୍ଧା ଅଞ୍ଚଳରେ ପରିବା ଦୋକାନରୁ ଜବତ ହେଲା 19 ବୋତଲ କଫ ସିରଫ । ଅଧିକ ପଢନ୍ତୁ....

ଖୋର୍ଦ୍ଧା: ଖୋର୍ଦ୍ଧା ଅଞ୍ଚଳ ପାଲଟିଛି ନିଶା ବେପାରୀଙ୍କ ଆଡ୍ଡାସ୍ଥଳୀ । ତେବେ ଆଜି ଏକ ପରିବା ଦୋକନରୁ ବିପୁଳ ପରିମାଣର କଫ ସିରଫ ଜବତ କରିଛି ଖୋର୍ଦ୍ଧା ଅବକାରୀ ବିଭାଗ । ଖୋର୍ଦ୍ଧା ଜିଲ୍ଲା ଆଦର୍ଶ ଥାନା ଅନ୍ତର୍ଗତ ପୁବୁସାହି ବଜାରରେ ଥିବା ଏକ ପରିବା ଦୋକାନରେ ଚଢ଼ାଉ କରି 19 ବୋତଲ କଫ ସିରଫ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ପରିବା ଦୋକାନରୁ ଜବତ ହେଲା କଫ ସିରଫ : ଜଣେ ଗିରଫପରିବା ଦୋକାନରୁ ଜବତ ହେଲା କଫ ସିରଫ : ଜଣେ ଗିରଫ

କଫ ସିରଫରେ ନିଶା ଥିବାରୁ ଏହାକୁ ଏବେ ନିଶାଖୋରମାନେ ବ୍ୟବହାର କରୁଛନ୍ତି । ଗିରଫ ବ୍ୟକ୍ତି ଜଣକ ପୁବୁସାହି ଗ୍ରାମର ସୂର୍ଯ୍ୟକାନ୍ତ ଜେନା ବୋଲି ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ସୂଚନା ଦେଇଛନ୍ତି । ତାଙ୍କୁ ଅଧିକ ପଚରାଉଚରା ଜାରି ରଖିଛି ପୋଲିସ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.