ETV Bharat / state

OTET Result 2022 Out: ପ୍ରକାଶ ପାଇଲା OTET ପରୀକ୍ଷା ଫଳ

author img

By

Published : Jan 9, 2023, 9:15 PM IST

Etv Bharat
Etv Bharat

ଓଟିଇଟି ପରୀକ୍ଷାରେ ପାସ କଲେ 16 ହଜାର 171 ଜଣ ପରୀକ୍ଷାର୍ଥୀ । ଗତବର୍ଷ ଅଗଷ୍ଟ ମାସରେ ହୋଇଥିଲା ପରୀକ୍ଷା । ବୋର୍ଡ ୱେବ ସାଇଟ www.bseodisha.ac.in ରୁ ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ । ଅଧିକ ପଢନ୍ତୁ

କଟକ: ପ୍ରକାଶ ପାଇଲା ସ୍ବତନ୍ତ୍ର ଓଟିଇଟି (Odisha Teacher Eligibility Test ) ପରୀକ୍ଷା ଫଳ । ପରୀକ୍ଷାର ମୋଟ ପାସ ହାର 49.84 % । ପେପର 1ରେ ପାସ ହାର 47.97 % । ପେପର 2ରେ ପାସ ହାର 56 % । ମୋଟ 32 ହଜାର 448 ଜଣ ଦେଇଥିଲେ ପରୀକ୍ଷା ।

ଓଟିଇଟି ପରୀକ୍ଷାରେ ପାସ କଲେ 16 ହଜାର 171 ଜଣ ପରୀକ୍ଷାର୍ଥୀ । ଗତବର୍ଷ ଅଗଷ୍ଟ ମାସରେ ହୋଇଥିଲା ପରୀକ୍ଷା । ବୋର୍ଡ ୱେବ ସାଇଟ www.bseodisha.ac.in ରୁ ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.