ETV Bharat / state

ବୋତଲ ଭିତରେ ବୋଇତ

author img

By

Published : Nov 11, 2019, 8:38 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଇଶ୍ବର ରାଓ ଚଳିତ କାର୍ତ୍ତିକ ପୂର୍ଣ୍ଣିମା ପାଇଁ କରିଛନ୍ତି ନିଆରା ପ୍ରଚେଷ୍ଟା । ସେ ଏକ କାଚ ବୋତଲ ଭିତରେ ସାବୁନ ବ୍ୟବହାର କରି ଅଢେଇ ଇଞ୍ଚ ଉଚ୍ଚତାର ବୋଇତ ନିର୍ମାଣ କରି କମାଲ ଦେଖାଇଛନ୍ତି ।

ଖୋର୍ଦ୍ଧା: ସବୁବେଳେ ନିଆରା କଳାକୃତି କରି ଚର୍ଚ୍ଚାରେ ରହୁଥିବା ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅଞ୍ଚଳର ଇଶ୍ବର ରାଓ ଚଳିତ କାର୍ତ୍ତିକ ପୂର୍ଣ୍ଣିମା ପାଇଁ କରିଛନ୍ତି ନିଆରା ପ୍ରଚେଷ୍ଟା । ସେ ଏକ କାଚ ବୋତଲ ଭିତରେ ସାବୁନ ବ୍ୟବହାର କରି ଅଢେଇ ଇଞ୍ଚ ଉଚ୍ଚତାର ବୋଇତ ନିର୍ମାଣ କରି କମାଲ ଦେଖାଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏହି କଳାକୃତି କରିବା ପାଇଁ ତାଙ୍କୁ 7 ଦିନ ସମୟ ଲାଗିଥିବା ସେ କହିଛନ୍ତି । ତେବେ ବିଭିନ୍ନ ପୂଜା ପାର୍ବଣରେ ଇଶ୍ବର ଭିନ୍ନ ଭିନ୍ନ କଳାକୃତି କରୁଥିବା ବେଳେ ଚଳିତ ଥର ଏହି ବୋଇତ ନିର୍ମାଣ କରି ଚର୍ଚ୍ଚାରେ ଅଛନ୍ତି ଇଶ୍ବର ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବୋତଲ ଭିତରେ ନିଆରା କଳାକୃତି

Body:ଖୋର୍ଦ୍ଧା : ସବୁବେଳେ ନିଆରା କଳାକୃତି କରି ଚର୍ଚ୍ଚାରେ ରହୁଥିବା ଖୋର୍ଦ୍ଧା ଜିଲା ଜଟଣୀ ଅଂଚଳର ଈଶ୍ୱର ରାଓ ଚଳିତ କାର୍ତ୍ତିକ ପୂର୍ଣ୍ଣିମା ପାଇଁ କରିଛନ୍ତି ନିଆରା ପ୍ରଚେଷ୍ଟା । ଏକ କାଚ ବୋତଲ ଭିତରେ ସାବୁନ ବ୍ୟବହାର କରି ଅଢେଇ ଇଞ୍ଚ ଉଚ୍ଚତାର ବୋଇତ ନିର୍ମାଣ କରି କମାଲ ଦେଖାଇଛନ୍ତି । ଏହି କଳାକୃତି କରିବା ପାଇଁ ତାଙ୍କୁ ସାତ ଦିନ ସମୟ ଲାଗିଥିବା ସେ କହିଛନ୍ତି । ବିଭିନ୍ନ ପୂଜା ପାର୍ବଣରେ ଭିନ୍ନ ଭିନ୍ନ କଳାକୃତି କରୁଥିବା ବେଳେ ଚଳିତ ଥର ଏହି ବୋଇତ ନିର୍ମାଣ କରି ଚର୍ଚ୍ଚାରେ ଅଛନ୍ତି ।

Conclusion:ବାଇଟ- ଈଶ୍ୱର ରାଓ,ଶିଳ୍ପୀ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.