ETV Bharat / state

ଅଜଣା ଗାଡି ଧକ୍କାରେ ଜଣେ ମୃତ

author img

By

Published : Apr 24, 2021, 12:36 PM IST

ଅଜଣା ଗାଡି ଧକ୍କାରେ ଜଣେ ମୃତ
ଅଜଣା ଗାଡି ଧକ୍କାରେ ଜଣେ ମୃତ

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବାଙ୍ଖିଡିଠାରେ ଅଜଣା ଗାଡି ଧକ୍କାରେ ଜଣେ ମୃତ । ମୃତକ ଜଣକ ଟାଙ୍ଗୀ ଅଞ୍ଚଳ ମଧୁ ପୂର୍ତ୍ତିର ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ...

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ବାଙ୍ଖିଡିଠାରେ ଅଜଣା ଗାଡି ଧକ୍କାରେ ଜଣେ ମୃତ । ମୃତକ ଜଣକ ଟାଙ୍ଗି ଅଞ୍ଚଳ ମଧୁ ପୂର୍ତ୍ତିର ବୋଲି ଜଣାପଡ଼ିଛି । ସେ ବାଙ୍ଖିଡି ନିକଟରେ ରାସ୍ତାରେ ଗାଡି ରଖି ଏକ ଢ଼ାବାକୁ ଯାଉଥିବା ବେଳେ ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ଲୋକେ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅଜଣା ଗାଡି ଧକ୍କାରେ ଜଣେ ମୃତ

ଆନନ୍ଦପୁର ପୋଲିସ ଏନେଇ ଏକ ମାଇଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।

ଆନନ୍ଦପୁରରୁ ସ୍ମୃତି ରଞ୍ଜନ ବିହାରୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.