ରେଳ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

author img

By

Published : Nov 22, 2021, 8:25 PM IST

ରେଳ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା କଜଳା ଠାରେ ହରିଦାସପୁର-ପାରାଦୀପ ରେଳଲାଇନ ପାର୍ଶ୍ୱରେ ଜଣେ ଅଜଣା ବ୍ୟକ୍ତିଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ଠାବ ହୋଇଛି । ଅଧିକ ପଢନ୍ତୁ

କେନ୍ଦ୍ରାପଡା: କେନ୍ଦ୍ରାପଡା କଜଳା ଠାରେ ହରିଦାସପୁର-ପାରାଦୀପ ରେଳଲାଇନ ପାର୍ଶ୍ୱରେ ଜଣେ ଅଜଣା ବ୍ୟକ୍ତିଙ୍କର ଖଣ୍ଡବିଖଣ୍ଡିତ ମୃତଦେହ ଠାବ ହୋଇଛି । ଆଜି ଅପରାହ୍ନରେ ରେଳ ଧାରଣା କଡରେ ମୃତଦେହଟି ପଡିଥିବାର ଦେଖିବାକୁ ମିଳିଥିଲା ।

ରେଳ ଧାରଣାରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର

ତେବେ ମାଲବାହୀ ଟ୍ରେନ ଧକ୍କାରେ ଏହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତବ୍ୟକ୍ତିଙ୍କ ପରିଚୟ ଏଯାବତ ମିଳିପାରି ନାହିଁ । ମୃତଦେହ ନିକଟରୁ ଏକ ବ୍ୟାଗ ମିଳିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.