ETV Bharat / state

ବଜ୍ରାଘାତରେ ମତ୍ସ୍ୟଜୀବୀ ମୃତ

author img

By

Published : Jun 2, 2021, 12:38 PM IST

Updated : Jun 2, 2021, 2:21 PM IST

ବଜ୍ରାଘାତରେ ମତ୍ସ୍ୟଜୀବୀ ମୃତ
ବଜ୍ରାଘାତରେ ମତ୍ସ୍ୟଜୀବୀ ମୃତ

କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ସ୍ଥିତ ମହାନଦୀ ନିକଟରେ ବଜ୍ରାଘାତରେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

କେନ୍ଦ୍ରାପଡ଼ା: ଜିଲ୍ଲା ମହାକାଳପଡ଼ା ବ୍ଲକର ମହାନଦୀ ନିକଟରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ । ବ୍ୟକ୍ତି ଜଣକ ମାଛ ଧରୁଥିବା ସମୟରେ ଘଟିଛି ଅଘଟଣ ।

ବଜ୍ରାଘାତରେ ମତ୍ସ୍ୟଜୀବୀ ମୃତ

ମୃତ ମତ୍ସ୍ୟଜୀବୀ ଜଣକ ହେଉଛନ୍ତି ତନ୍ତିଆପାଳ ଥାନା ଅନ୍ତର୍ଗତ ବିଜୟ ନଗର ଗାଁର ରାମଚନ୍ଦ୍ର ରାଉତ । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।


କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Last Updated :Jun 2, 2021, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.