ETV Bharat / state

ନିର୍ଦ୍ଦୟ ବାପମାଆ, ଗଛରେ ବାନ୍ଧି ଶିଶୁକୁ ଛାତିଥରା ନିର୍ଯାତନା

author img

By

Published : Mar 10, 2021, 3:03 PM IST

Updated : Mar 10, 2021, 4:10 PM IST

ନିର୍ଦ୍ଦୟ ବାପମାଆ, କୁନି ପିଲାକୁ ଛାତିଥରା ନିର୍ଯାତନା
ନିର୍ଦ୍ଦୟ ବାପମାଆ, କୁନି ପିଲାକୁ ଛାତିଥନିର୍ଦ୍ଦୟ ବାପମାଆ, କୁନି ପିଲାକୁ ଛାତିଥରା ନିର୍ଯାତନାରା ନିର୍ଯାତନା

କୁନି ପିଲାକୁ ଛାତିଥରା ନିର୍ଯାତନା। ସେ ପୁଣି ନିଜ ଜନ୍ମକଲା ବାପାମାଆ ନିଜେ ଏତେ ନିର୍ଦ୍ଦୟ ହୋଇ ୪ ଘଣ୍ଟା ଗଛରେ ବାନ୍ଧି ରଖିବା ସହ ନିସ୍ତୁକ ମାଡ଼ ମାରିଛନ୍ତି। ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ଭିଡିଓ। ଅଧିକ ପଢନ୍ତୁ...

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଅଭାବନୀୟ ଘଟଣା। କୁନି ପିଲାକୁ ଛାତିଥରା ନିର୍ଯାତନା। ସେ ପୁଣି ନିଜ ଜନ୍ମକଲା ବାପାମାଆ ନିଜେ ଏତେ ନିର୍ଦ୍ଦୟ ହୋଇ ୪ଘଣ୍ଟା ଗଛରେ ବାନ୍ଧି ରଖିବା ସହ ନିସ୍ତୁକ ମାଡ଼ ମାରିଛନ୍ତି। ଏପରିକି ଜିଅନ୍ତା ଜାଳି ଦେବାକୁ ଉଦ୍ୟମ କରିଛନ୍ତି।

ନିର୍ଦ୍ଦୟ ବାପମାଆ, ଗଛରେ ବାନ୍ଧି ଶିଶୁକୁ ଛାତିଥରା ନିର୍ଯାତନା

ଏନେଇ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି । ଜିଲ୍ଲା ଚାଇଲ୍ଡ ଲାଇନ ଓ ଶିଶୁ ସୁରକ୍ଷା ୟୁନିଟ ସୂଚନା ପାଇବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଡିସିପିୟୁ,ଚାଇଲ୍ଡ ଲାଇନ, ପୁଲିସ ଓ ସିଡବଲୁସିର ମିଳିତ ଦଳ ଜି.ଉଦୟଗିରି ଯାଇଛନ୍ତି। ଜି.ଉଦୟଗିରିର ଶ୍ରୀରାମପଦା ନିକଟରେ ଜଣେ ବାପାମାଆ ପିଲାର କୌଣସି ଭୁଲକୁ ନେଇ ଏପରି କରିଛନ୍ତି। ଶିଶୁକୁ ଉଦ୍ଧାର ସହିତ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଡିସିପିଓ କହିଛନ୍ତି।


ଫୁଲବାଣୀରୁ ସଦାଶିବ ମହାପାତ୍ର, ଇଟିଭି ଭାରତ

Last Updated :Mar 10, 2021, 4:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.