ETV Bharat / state

କଳାହାଣ୍ଡିରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, 2 ଗିରଫ

author img

By

Published : Feb 21, 2021, 6:44 PM IST

କଳାହାଣ୍ଡିରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, 2 ଗିରଫ
କଳାହାଣ୍ଡିରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, 2 ଗିରଫ

କଳାହାଣ୍ଡି ଜିଲ୍ଲା ଅବକାରୀ ବିଭାଗ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରିଛି । ଅଧିକ ପଢନ୍ତୁ...

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅବକାରୀ ବିଭାଗ ଗଞ୍ଜେଇ ଜବତ ଗାଡ଼ି ସହ ଦୁଇ ଜଣ ଗିରଫ କରିଛି । ଏହି ଜବତ ଗଞ୍ଜେଇର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ସୂଚନା ମିଳିଛି ।

କଳାହାଣ୍ଡିରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, 2 ଗିରଫ

ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମଦନପୁର ରାମପୁର ଅବକାରୀ ବିଭାଗ ପକ୍ଷରୁ ପାଟ୍ରୋଲିଙ୍ଗ କରୁଥିବା ସମୟରେ ମୋହନଗିରି ଫାଣ୍ଡି ଅନ୍ତର୍ଗତ ଵିଜାମାଲଠାରେ ବାଲିଗୁଡା ପଟୁ ଆସୁଥିବା ବାଇକକୁ ସନ୍ଦେହରେ ଅବକାରୀ ବିଭାଗ ଅଟକାଇ ଥିଲେ । ପରେ ଗାଡିରେ ଥିବା ପେଟି ମଧ୍ୟରେ ଗଞ୍ଜେଇ ଥିବା ଜାଣିବା ପରେ ଦୁଇ ଜଣଙ୍କୁ ଗିରଫ କରିବା ସହ ଗଞ୍ଜେଇ ଚାଲାଣରେ ବ୍ୟବହୃତ ଗାଡି ଓ ଗଞ୍ଜେଇକୁ ଜବତ କରିଛି ଅବକାରୀ ବିଭାଗ । ତେବେ ଜବତ ଗଞ୍ଜେଇ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅବକାରୀ ବିଭାଗ ସୂଚନା ମିଳିଛି ।

କଳାହାଣ୍ଡିରୁ ଅଜିତ କୁମାର ସିଂହ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.