ETV Bharat / state

ପରୀ ହତ୍ୟାକାଣ୍ଡ ମାମଲା: କଳାହାଣ୍ଡି କଂଗ୍ରେସ ପକ୍ଷରୁ ଗଣଧାରଣା

author img

By

Published : Dec 22, 2020, 8:01 AM IST

କଳାହାଣ୍ଡି କଂଗ୍ରେସ ପକ୍ଷରୁ ଗଣଧାରଣା
କଳାହାଣ୍ଡି କଂଗ୍ରେସ ପକ୍ଷରୁ ଗଣଧାରଣା

ପରୀର ବାପା ଓ ମା ବିଧାନସଭା ଆଗରେ ଆତ୍ମହୂତି ଉଦ୍ୟମ ପରେ ଏହାକୁ ନେଇ ରାଜନୀତି ସରଗରମ ଥିବା ବେଳେ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଓ ଗଣଧାରଣା ଅନୁଷ୍ଠିତ ହୋଇଛି। ଅଧିକ ପଢନ୍ତୁ...

ଭବାନୀପାଟଣା: ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ କଳାହାଣ୍ଡି କଂଗ୍ରେସ ପକ୍ଷରୁ ଗଣଧାରଣା । ପରୀର ବାପା ଓ ମା ବିଧାନସଭା ଆଗରେ ଆତ୍ମହୂତି ଉଦ୍ୟମ ପରେ ଏହାକୁ ନେଇ ରାଜନୀତି ସରଗରମ ଥିବା ବେଳେ ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଅଭିଯୋଗ କରି କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଓ ଗଣଧାରଣା ଅନୁଷ୍ଠିତ ହୋଇଛି।

କଳାହାଣ୍ଡି କଂଗ୍ରେସ ପକ୍ଷରୁ ଗଣଧାରଣା

ଏହାସହ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ସହ ରାଜ୍ୟର ୫ ହଜାରରୁ ଉର୍ଦ୍ଧ୍ବ ନିଖୋଜ ଥିବା ଶିଶୁଙ୍କୁ ଉଦ୍ଧାର ଦାବି କରିଛି ଦଳ। ନିଖୋଜ ଶିଶୁ ପ୍ରତି ସରକାରଙ୍କ ସମ୍ବେଦନହୀନତା ପରୀ ମାମଲାକୁ ସିବିଆଇକୁ ହସ୍ତାନ୍ତର ପାଇଁ ମଧ୍ୟ ଦଳ ଦାବି କରିଛି। ଏନେଇ କଳାହାଣ୍ଡି ଜିଲ୍ଲା କଂଗ୍ରେସ ପକ୍ଷରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଗଣଧାରଣା ଦିଆଯାଇଥିଲା।

ଭୁବନେଶ୍ବରରୁ ଅଜିତ୍ କୁମାର ସିଂ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.