ETV Bharat / state

କଳାହାଣ୍ଡି ନିର୍ମାଣଧୀନ କୋଭିଡ-୧୯ ହସ୍ପିଟାଲ ନୀରିକ୍ଷଣ କଲେ ପାଣ୍ଡିଆନ

author img

By

Published : Apr 16, 2020, 9:23 AM IST

Updated : Apr 16, 2020, 10:14 AM IST

ଭିକେ ପାଣ୍ଡିଆନଙ୍କ କଳାହାଣ୍ଡି ନିର୍ମାଣଧୀନ କୋଭିଡ-୧୯ ହସ୍ପିଟାଲ ନୀରିକ୍ଷଣ
ଭିକେ ପାଣ୍ଡିଆନଙ୍କ କଳାହାଣ୍ଡି ନିର୍ମାଣଧୀନ କୋଭିଡ-୧୯ ହସ୍ପିଟାଲ ନୀରିକ୍ଷଣ

୫ଟି ସଚିବ ଭିକେ ପାଣ୍ଡିଆନ ଓ ଉନୟନ କମିଶନର ସୁରେଶ ମହାପାତ୍ର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ନିର୍ମାଣ କାର୍ଯ୍ୟର ନିରିକ୍ଷଣ ପାଇଁ ଆସିଥିଲେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଭବାନୀପାଟଣା: କୋରୋନା ଭୁତାଣୂକୁ ପ୍ରତିହତ କାରିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ମାନ ନେଉଛନ୍ତି । ରାଜ୍ୟ ସରକାର ଅନେକ ଜିଲ୍ଲାରେ କୋଭିଡ-୧୯ ହସ୍ପିଟାଲ କାର୍ଯ୍ୟକାରି କରୁଥିବା ବେଳେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି । ବୁଧବାର ୫ଟି ସଚିବ ଭିକେ ପାଣ୍ଡିଆନ ଓ ଉନୟନ କମିଶନର ସୁରେଶ ମହାପାତ୍ର ନିର୍ମାଣ କାର୍ଯ୍ୟର ନିରିକ୍ଷଣ ପାଇଁ ଆସିଥିଲେ ।

କଳାହାଣ୍ଡି ନିର୍ମାଣଧୀନ କୋଭିଡ-୧୯ ହସ୍ପିଟାଲ ନୀରିକ୍ଷଣ କଲେ ପାଣ୍ଡିଆନ

ଉତ୍କେଲା ଏୟାର ଷ୍ଟ୍ରିପରେ ପ୍ଲେନ ଯୋଗେ ଆସି ପହଁଞ୍ଚିବା ପରେ ସରକାରୀ ଇଞ୍ଜିନିୟରିଂ କଲେଜରେ ନିର୍ମାଣଧୀନ କୋଭିଡ-୧୯ ହସ୍ପିଟାଲ ଯାଇ ବୁଲି ଦେଖିଥିଲେ । ସାଙ୍ଗରେ ଥିଲେ କଳାହାଣ୍ଡି ଜିଲ୍ଲାପାଳ ଏସପିସିଡିଏମଙ୍କ ସମେତ ଜିଲ୍ଲାର ବହୁ ଅଧିକାରୀ ।

କଳାହାଣ୍ଡିରୁ ଅଜିତ ସିଂ, ଇଟିଭି ଭାରତ

Last Updated :Apr 16, 2020, 10:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.