ETV Bharat / state

କାର-ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ଗୁରୁତର

author img

By

Published : Feb 9, 2020, 11:33 AM IST

accident
କାର-ବାଇକ ମୁହାଁମୁହିଁ ଧକ୍କା

ଆନ୍ଧ୍ରପ୍ରଦେଶର ତୀର୍ଥଯାତ୍ରୀଙ୍କୁ ନେଇ ମା ବିରଜାଙ୍କ ଦର୍ଶନ ପାଇଁ ଆସୁଥିବା ଏକ କାର ସହ ଏକ ପଲସର ବାଇକର ମୁହାଁମୁହିଁ ଧକ୍କା ହୋଇଛି ।

ଯାଜପୁର: କାର-ବାଇକ ମୁହାଁମୁହିଁ ଧକ୍କାରେ, ବାଇକ ଆରୋହୀ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର କୁସୁମା ରୋଡ ନିକଟରେ । ଆନ୍ଧ୍ର ପ୍ରଦେଶର ତୀର୍ଥଯାତ୍ରୀଙ୍କୁ ନେଇ ମା ବିରଜାଙ୍କ ଦର୍ଶନ ପାଇଁ ଆସୁଥିବା ଏକ କାର ସହ ଏକ ପଲସର ବାଇକର ମୁହାଁମୁହିଁ ଧକ୍କା ହୋଇଥିଲା ।

କାର-ବାଇକ ମୁହାଁମୁହିଁ ଧକ୍କା

ଘଟଣାସ୍ଥଳରେ ଉଭୟ ଗାଡି ଭାଙ୍ଗି ଯାଇଥିବା ବେଳେ ବାଇକ ଆରୋହୀ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ବାଇକ ଆରୋହୀଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଗୁରୁତର ବାଇକ ଆରୋହୀ ହେଲେ ଯାଜପୁର ସୁଜନପୁର ଅଞ୍ଚଳର ନଳିନୀକାନ୍ତ ଜେନା । ପୋଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ତୀର୍ଥଯାତ୍ରୀଙ୍କୁ ଅନ୍ୟ ଏକ ଗାଡିରେ ନେବାପାଇଁ ବ୍ୟବସ୍ଥା କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ସ୍ଥାନ: ଯାଜପୁର                                                                                 ଭିଜୁଆଲ: ଆକ୍ସିଡେଂଟ୍
ତାରିଖ:୦୯.୦୨.୨୦୨୦
Gyanaranjan ojha
ପଂର୍ମାଟ୍: ଏଭିଓ
ସ୍ଲଗ : କାର ବାଇକ ମୁହାଁ ମୁହିଁ ଧକା, ବାଇକ ଆରୋହୀ ଗୁରୁତର ।
ଆଙ୍କର
କାର ବାଇକ ମୁହାଁ ମୁହିଁ ଧକା, ବାଇକ ଆରୋହୀ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର କୁସୁମା ରୋଡ ନିକଟରେ । ଆନ୍ଧ୍ର ପ୍ରଦେଶର ତିର୍ଥଯାତ୍ରୀଙ୍କୁ ନେଇ ମା ବିରଜାଙ୍କ ଦର୍ଶନ ପାଇଁ ଆସୁଥିବା ଏକ କାର ସହ ଏକ ପଲସର ବାଇକର ମୁହାଁ ମୁହିଁ ଧକା ହୋଇଥିଲା । ଘଟଣାସ୍ଥଳ ରେ ଉଭୟ ଗାଡି ଭାଙ୍ଗି ଯାଇଥିବା ବେଳେ ବାଇକ ଆରୋହୀ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ବାଇକ ଆରୋହୀଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଗୁରୁତର ବାଇକ ଆରୋହୀ ହେଲେ ଯାଜପୁର ସୁଜନପୁର ଅଂଚଳର ନଳିନୀକାନ୍ତ ଜେନା । ପୋଲିସ ସେଠାରେ ପହଂଚି ଘଟଣାର ତଦନ୍ତ କରିବା ସହ ତିର୍ଥଯାତ୍ରୀଙ୍କୁ ଅନ୍ୟ ଏକ ଗାଡିର ବ୍ୟବସ୍ଥା କରିଥିଲେ ।
Body:newsConclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.