ETV Bharat / state

80 କିଲୋ ଚନ୍ଦନ କାଠ ଜବତ, ଜଣେ ଗିରଫ

author img

By

Published : Nov 12, 2019, 3:15 PM IST

80 କିଲୋ ଚନ୍ଦନ କାଠ ଜବତ: ଜଣେ ଗିରଫ

ବାସ ଚନ୍ଦନ ଚୋରା ଚାଲାଣ କରୁଥିବା ବେଳେ ବନ ବିଭାଗ ହାବୁଡରେ ଆଝାରୁଦ୍ଦିନ ଖାନ୍ । ୮0 କିଲୋ ଚନ୍ଦନ କାଠ ଜବତ ।

ଗଜପତି: ବାସ ଚନ୍ଦନ ଚୋରା ଚାଲାଣ କରୁଥିବା ବେଳେ ଗିରଫ କଲା ବନ ବିଭାଗ । ଗିରଫ ବ୍ୟକ୍ତି ନିକଟରୁ 80 କିଲୋ ଚନ୍ଦନ କାଠ ଜବତ ହୋଇଛି ।

80 କିଲୋ ଚନ୍ଦନ କାଠ ଜବତ: ଜଣେ ଗିରଫ

ତେବେ ଗିରଫ ଯୁବକର ନାଁ ଆଝାରୁଦ୍ଦିନ ଖାନ୍ । ଖୋର୍ଦ୍ଧା ଅଞ୍ଚଳରେ ତାର ଘର ହୋଇଥିବାବେଳେ ବାସ ଚନ୍ଦନ ଚୋରି କରି ଆଝାରୁଦ୍ଦିନ ଟ୍ରେନ ଯୋଗେ ଫେରୁଥିଲା । ଏହାର ଖବର ପାଇ ବନ ବିଭାଗ ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ବିଭିନ୍ନ ବଗିରେ ଯାଞ୍ଚ କରି ଏହା ଜବତ କରିଥିଲା ।

ତେବେ ଜବତ ଚନ୍ଦନ କାଠର ଆନୂମାନିକ ମୂଲ୍ୟ 21ଲକ୍ଷ ହେବା ନେଇ ପାରଳାଖେମୁଣ୍ଡି ଏସିଏଫଓ କହିଛନ୍ତି । ପଚରାଉଚୁରା କରିବା ସମୟରେଏହାକୁ ସେ ପୁରୀ ନେଉଥିବା କହିଥିଲା । ତାକୁ ବନ ବିଭାଗ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଏସିଏଫଓ କହିଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:SLUG_SANDAL WOOD SEIZED
FORMAT-AVB
REPORTER-HARIHARA PATNAIK
PLACE-GAJAPATI
DATE-12.11.19
ଭିଓ-ବାସ ଚନ୍ଦନ ଚୋରା ଚାଲାଣ କରୁଥିବା ବେଳେ ବନ ବିଭାଗ ଜଣେ ବ୍ୟକ୍ତିଙ୍କୁ ଧରିଛି । ତା ନିକଟକରୁ ୮0 କିଲୋ ଚନ୍ଦନ କାଠ ଜବତ କରିବା ସହ ଗିରଫ କରିଛି । ଗିରଫ ଯୁବକର ନାଁ ଆଝାରୁଦ୍ଦିନ ଖନ୍ ଏବଂ ତାର ଘର ଖୋର୍ଦ୍ଧା ଅଂଚଳରେ ବୋଲି ଜଣାପଡିଛି । ବାସ ଚନ୍ଦନ ଧରି ଜଣେ ବ୍ୟକ୍ତି ଟ୍ରେନ ଯୋଗେ ଯାଉଥିବା ବେଳେ ଏନେଇ ବନ ବିଭାଗ ସୂଚନା ପାଇବା ପରେ ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ବନ ବିଭାଗ ବିଭିନ୍ନ ବଗିରେ ଯାଂଚ କରି ଏହାକୁ ଜବତ କରିଥିଲା । ଜବତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ 21ଲକ୍ଷ ହେବ ବୋଲି ପାରଳାଖେମୁଣ୍ଡି ଏସିଏଫଓ କହିଛନ୍ତି । ପଚରାଉଚୁରା କରିବା ସମୟରେଏହାକୁ ସେ ପୁରୀ ନେଉଥିବା କହିଛି । ତାକୁ ବନ ବିଭାଗ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଏସିଏଫଓ କହିଛନ୍ତି ।.............
         ବାଇଟ୍-ପ୍ରଭାକର ନାୟକ(ଏସିଏଫଓ, ପାରଳାଖେମୁଣ୍ଡି)Body:SLUG_SANDAL WOOD SEIZED
FORMAT-AVB
REPORTER-HARIHARA PATNAIK
PLACE-GAJAPATI
DATE-12.11.19
ଭିଓ-ବାସ ଚନ୍ଦନ ଚୋରା ଚାଲାଣ କରୁଥିବା ବେଳେ ବନ ବିଭାଗ ଜଣେ ବ୍ୟକ୍ତିଙ୍କୁ ଧରିଛି । ତା ନିକଟକରୁ ୮0 କିଲୋ ଚନ୍ଦନ କାଠ ଜବତ କରିବା ସହ ଗିରଫ କରିଛି । ଗିରଫ ଯୁବକର ନାଁ ଆଝାରୁଦ୍ଦିନ ଖନ୍ ଏବଂ ତାର ଘର ଖୋର୍ଦ୍ଧା ଅଂଚଳରେ ବୋଲି ଜଣାପଡିଛି । ବାସ ଚନ୍ଦନ ଧରି ଜଣେ ବ୍ୟକ୍ତି ଟ୍ରେନ ଯୋଗେ ଯାଉଥିବା ବେଳେ ଏନେଇ ବନ ବିଭାଗ ସୂଚନା ପାଇବା ପରେ ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ବନ ବିଭାଗ ବିଭିନ୍ନ ବଗିରେ ଯାଂଚ କରି ଏହାକୁ ଜବତ କରିଥିଲା । ଜବତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ 21ଲକ୍ଷ ହେବ ବୋଲି ପାରଳାଖେମୁଣ୍ଡି ଏସିଏଫଓ କହିଛନ୍ତି । ପଚରାଉଚୁରା କରିବା ସମୟରେଏହାକୁ ସେ ପୁରୀ ନେଉଥିବା କହିଛି । ତାକୁ ବନ ବିଭାଗ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଏସିଏଫଓ କହିଛନ୍ତି ।.............
         ବାଇଟ୍-ପ୍ରଭାକର ନାୟକ(ଏସିଏଫଓ, ପାରଳାଖେମୁଣ୍ଡି)Conclusion:SLUG_SANDAL WOOD SEIZED
FORMAT-AVB
REPORTER-HARIHARA PATNAIK
PLACE-GAJAPATI
DATE-12.11.19
ଭିଓ-ବାସ ଚନ୍ଦନ ଚୋରା ଚାଲାଣ କରୁଥିବା ବେଳେ ବନ ବିଭାଗ ଜଣେ ବ୍ୟକ୍ତିଙ୍କୁ ଧରିଛି । ତା ନିକଟକରୁ ୮0 କିଲୋ ଚନ୍ଦନ କାଠ ଜବତ କରିବା ସହ ଗିରଫ କରିଛି । ଗିରଫ ଯୁବକର ନାଁ ଆଝାରୁଦ୍ଦିନ ଖନ୍ ଏବଂ ତାର ଘର ଖୋର୍ଦ୍ଧା ଅଂଚଳରେ ବୋଲି ଜଣାପଡିଛି । ବାସ ଚନ୍ଦନ ଧରି ଜଣେ ବ୍ୟକ୍ତି ଟ୍ରେନ ଯୋଗେ ଯାଉଥିବା ବେଳେ ଏନେଇ ବନ ବିଭାଗ ସୂଚନା ପାଇବା ପରେ ପାରଳାଖେମୁଣ୍ଡି ରେଳ ଷ୍ଟେସନରେ ବନ ବିଭାଗ ବିଭିନ୍ନ ବଗିରେ ଯାଂଚ କରି ଏହାକୁ ଜବତ କରିଥିଲା । ଜବତ ଚନ୍ଦନ କାଠର ଆନୁମାନିକ ମୂଲ୍ୟ 21ଲକ୍ଷ ହେବ ବୋଲି ପାରଳାଖେମୁଣ୍ଡି ଏସିଏଫଓ କହିଛନ୍ତି । ପଚରାଉଚୁରା କରିବା ସମୟରେଏହାକୁ ସେ ପୁରୀ ନେଉଥିବା କହିଛି । ତାକୁ ବନ ବିଭାଗ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ଏସିଏଫଓ କହିଛନ୍ତି ।.............
         ବାଇଟ୍-ପ୍ରଭାକର ନାୟକ(ଏସିଏଫଓ, ପାରଳାଖେମୁଣ୍ଡି)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.