ETV Bharat / state

'ବୁଲବୁଲ' ମୁକାବିଲା ପାଇଁ ପ୍ରସ୍ତୁତ ଓଡ୍ରାଫ ଟିମ

author img

By

Published : Nov 8, 2019, 3:10 PM IST

'ବୁଲବୁଲ' ମୁକାବିଲା ପାଇଁ ପ୍ରସ୍ତୁତ ଓଡ୍ରାଫ ଟିମ

ବାତ୍ୟା 'ବୁଲବୁଲ' ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ କରିବା ନେଇ ଭାରତୀୟ ପାଣିପାଗ ବିଭାଗରୁ ଆକଳନ କରାଯାଇଛି । ହେଲେ ଏହାର ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିବ । ଯାହାକୁ ନେଇ ପ୍ରସ୍ତୁତ ରହିଛି ଓଡ୍ରାଫ ଟିମ ।

କଟକ: ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଓଡ୍ରାଫ । ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ପରେ ସଜାଗ ପ୍ରଶାସନ । ବିପଦ ସଙ୍କେତ ଜିଲ୍ଲାମାନଙ୍କରେ ବର୍ତ୍ତମାନ ସୁଦ୍ଧା 20ଟି ଟିମ ପହଞ୍ଚିସାରିଛି । ବାତ୍ୟା 'ବୁଲବୁଲ' ପଶ୍ଚିମବଙ୍ଗର ସୁନ୍ଦରବନରେ ଲ୍ୟାଣ୍ଡଫଲ ହେବାକୁ ଥିବାବେଳେ ଏହାର ପ୍ରଭାବ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କର ପ୍ରବଳ ବର୍ଷା ସମ୍ଭାବନା ରହୁଛି ।

'ବୁଲବୁଲ' ମୁକାବିଲା ପାଇଁ ପ୍ରସ୍ତୁତ ଓଡ୍ରାଫ ଟିମ

ଘଣ୍ଟା ପ୍ରତି 80ରୁ 90 କିମି ପବନର ବେଗର ରହିବ । ଯଦ୍ବାରା ଗଛ ଭାଙ୍ଗି ରାସ୍ତା ଅବରୋଧ ହୋବର ସମ୍ଭାବନା ରହୁଛି । ସେଥିପାଇଁ କଟକରେ ମେସିନର ବ୍ୟବସ୍ଥା କରିଯାଇଛି । ସେହିପରି ଆସ୍କା ଲାଇଟ ଓ ବୋଟ ସହ ଅନ୍ୟାନ୍ୟ ଅତ୍ୟାଧୁନିକ ଯନ୍ତ୍ରପାତି ସହ ବାତ୍ୟାର ମୁକାବିଲ କରିବାରେ ସକ୍ଷମ ହେବ ଓଡ୍ରାଫ ଟିମ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ବାତ୍ୟା ବୁଲବୁଲ ର ପ୍ରଭାବ ପାଇଁ ପ୍ରସ୍ତୁତ ଓଡ୍ରାଫ । ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଥିବା ବିପଦ ସଙ୍କେତ ଜିଲା ମାନଙ୍କରେ 20 ଟି ଟିମ ପହଂଚିସାରିଛନ୍ତି । କହିବାକୁ ଗଲେ ପ୍ରତ୍ୟକ ଜିଲା ପାଇଁ 2ଟି ଟିମ ମୁତୟନ । ଯେହେତୁ ବାତ୍ୟା ହେବନି ପ୍ରବଳ ବର୍ଷା ର ସମ୍ଭବନା ରହିଛି ସେଥିପାଇଁ ମଧ୍ୟ ଓଡ୍ରାଫ ଟିମ ପ୍ରସ୍ତୁତ ଅଛନ୍ତି ।

ଘଣ୍ଟାପ୍ରତି 80 ରୁ 90 କିମି ପବନ ର ବେଗ ବହିବ । ଯାହାଦ୍ୱାରା ଗଛ ଭାଙ୍ଗି ରାସ୍ତା ଅବରୋଧ ହେବାର ସମ୍ଭବନା ରହିଛି । ସେଥିପାଇଁ କଟର ମେସିନ ର ବ୍ୟବସ୍ତା କରାଯାଇଛି । ସେହିପରି ଆସ୍କା ଲାଇଟ, ଓ ବୋଟ ଓ ଅନ୍ୟାନ୍ୟ ଆତ୍ୟଧୁନିକ ଯନ୍ତ୍ରପାତି ମଧ୍ୟ ପାଖରେ ରହିଛି ଯାହା ଦ୍ୱାରା ବାତ୍ୟା କୁ ମୁକବିଲା କରିବାରେ ସକ୍ଷମ ହେବ ଓଡ୍ରାଫ ।


Body:ବାଇଟ: ସୁନୀଲ କୁମାର ନାୟକ( ଓଡ୍ରାଫ ଟିମ କଟକ)


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.