ETV Bharat / state

ତୈଳ ଦର ତାତି, 80 ଟଙ୍କାରେ ପେଟ୍ରୋଲ ବାଣ୍ଟିଲା କଂଗ୍ରେସ

author img

By

Published : Jul 17, 2021, 7:36 AM IST

ତୈଳ ଦର ବୃଦ୍ଧି ନେଇ ପ୍ରତିବାଦ ଜାରି ରଖିଛି କଂଗ୍ରେସ । ଶୁକ୍ରବାର 80 ଟଙ୍କାରେ ଲୋକଙ୍କୁ ପେଟ୍ରୋଲ ଦେଇ ଲୋକଙ୍କ ଆସ୍ଥା ଭାଜନ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଅଧିକ ପଢନ୍ତୁ...

ତୈଳ ଦର ବୃଦ୍ଧି ପ୍ରତିବାଦରେ 80 ଟଙ୍କାରେ ତେଲ ବାଣ୍ଟିଛି କଂଗ୍ରେସ
ତୈଳ ଦର ବୃଦ୍ଧି ପ୍ରତିବାଦରେ 80 ଟଙ୍କାରେ ତେଲ ବାଣ୍ଟିଛି କଂଗ୍ରେସ

କଟକ: ତୈଳ ଦର ବୃଦ୍ଧି ନେଇ ପ୍ରତିବାଦ ଜାରି ରଖିଛି କଂଗ୍ରେସ । ଶୁକ୍ରବାର 80 ଟଙ୍କାରେ ଲୋକଙ୍କୁ ପେଟ୍ରୋଲ ଦେଇ ଲୋକଙ୍କ ଆସ୍ଥା ଭାଜନ କରିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ ।

ତୈଳ ଦର ବୃଦ୍ଧି ପ୍ରତିବାଦରେ 80 ଟଙ୍କାରେ ତେଲ ବାଣ୍ଟିଛି କଂଗ୍ରେସ

କେନ୍ଦ୍ର ସରକାରରେ କଂଗ୍ରେସ ରହିଥିଲା ବେଳେ ତୈଳ ଦରକୁ ନେଇ ବିଜେପିର ଆକ୍ଷେପକୁ ମନେ ପକାଇଛି କଂଗ୍ରେସ । ହେଲ ଏବେ ଯେଉଁ ସ୍ଥିତି ଉପୁଜିଛି ତାହା କେବଳ ସରକାରଙ୍କ ଅପାରଗତାକୁ ଦର୍ଶାଇ ନାହିଁ ବରଂ ନିଜ ସ୍ବାର୍ଥ ପାଇଁ ସରକାର ଲୋକଙ୍କ ସହିତ ଖେଳ ଖେଳୁଥିବା କଂଗ୍ରେସ ଅଭିଯୋଗ କରିଛି । ଯଦି ଆଗାମୀ ଦିନରେ ଏହି ଦର ଉପରେ ରୋକ ନଲାଗେ ତେବେ କଂଗ୍ରେସର ଲଢେଇ ଆହୁରି ଜୋରଦାର ହେବ ବୋଲି ଚେତାବନୀ ଦିଆଯାଇଛି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.