ETV Bharat / state

ସରପଞ୍ଚଙ୍କ ନାରେ ଦୁର୍ନୀତି ଅଭିଯୋଗ, ପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇଲେ ନାଏବ ସରପଞ୍ଚ

author img

By

Published : Sep 20, 2019, 6:49 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚିଥିବା ଅଭିଯୋଗ କରି ଗୁରୁବାର ଅପରାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ଖୋଦ ନାଏବ ସରପଞ୍ଚ ।

ବୌଦ୍ଧ: ଦୁର୍ନୀତି ଅଭିଯୋଗ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଖୋଦ ନାଏବ ସରପଞ୍ଚ । ଅଭିଯୋଗ ପୁଣି ସରପଞ୍ଚ ଙ୍କ ନାରେ ଆଣି ଏସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ଦ୍ବାରସ୍ଥ ହେବା ବୌଦ୍ଧରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚିଥିବା ଅଭିଯୋଗ କରି ଗୁରୁବାର ଅପରାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ଖୋଦ ନାଏବ ସରପଞ୍ଚ । ଏହି ଦୁର୍ନୀତି ର ମୁଖ୍ୟ ସୂତ୍ରଧର ମହିଳା ସରପଞ୍ଚ ଙ୍କ ପୁଅ ବୋଲି ଅଭିଯୋଗ କରିଛନ୍ତି ନାଏବ ସରପଞ୍ଚ । ସରପଞ୍ଚ ମିଥ୍ୟା ମକଦ୍ଦମା ରେ ଛନ୍ଦି ବାକୁ ଧମକ ଦେବାରୁ ସେ ସଂଧ୍ୟାରେ ବାଧ୍ୟ ହୋଇ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲା ପ୍ରଶାସନ ର ଦ୍ବାରସ୍ଥ ହୋଇଛନ୍ତି । ମଥୁରା ପଞ୍ଚାୟତ ରେ ଦୀର୍ଘ ଦିନ ହେଲା ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ସରପଞ୍ଚଙ୍କ ଅପାରଗତାରୁ ଏହି ବିବାଦ ଏବେ ଭିନ୍ନ ମୋଡ ନେବାରେ ଲାଗିଛି ।

ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ


Intro:ଦୁର୍ନୀତି ଅଭିଯୋଗ କରି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଖୋଦ ନାଏବ ସରପଞ୍ଚ ।ଅଭିଯୋଗ ପୁଣି ସରପଞ୍ଚ ଙ୍କ ନାରେ ଆଣି ଏସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ଦ୍ବାରସ୍ଥ ହେବା ଚର୍ଚ୍ଚାର ବିଷୟ ହୋଇଛି ।
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମଥୁରା ପଞ୍ଚାୟତ ରେ ଦୁର୍ନୀତି ଚରମ ଶିଖରରେ ପହଞ୍ଚିଥିବା ଅଭିଯୋଗ କରି ଗୁରୁବାର ଅପରାହ୍ନରେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି ଖୋଦ ନାଏବ ସରପଞ୍ଚ ।ଏହି ଦୁର୍ନୀତି ର ମୁଖ୍ୟ ସୂତ୍ରଧର ମହିଳା ସରପଞ୍ଚ ଙ୍କ ପୁଅ ବୋଲି ଅଭିଯୋଗ କରିଛନ୍ତି ନାଏବ ସରପଞ୍ଚ । ସରପଞ୍ଚ ମିଥ୍ୟା ମକଦ୍ଦମା ରେ ଛନ୍ଦି ବାକୁ ଧମକ ଦେବାରୁ ସେ ସଂଧ୍ୟାରେ ବାଧ୍ୟ ହୋଇ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲା ପ୍ରଶାସନ ର ଦ୍ବାରସ୍ଥ ହୋଇଛନ୍ତି ।ମଥୁରା ପଞ୍ଚାୟତ ରେ ଦୀର୍ଘ ଦିନ ହେଲା ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ସରପଞ୍ଚ ଙ୍କ ଅପାରଗତାରୁ ଏହି ବିବାଦ ଏବେ ଭିନ୍ନ ମୋଡ ନେଇଛି ।


Body:ମଥୁରା ପଞ୍ଚାୟତ ରେ ସରପଞ୍ଚ ଙ୍କ ନାରେ ଦୁର୍ନୀତି ଅଭିଯୋଗ ଆଣି ତାଲା ପକାଇଲେ ନାଏବ ସରପଞ୍ଚ ।


Conclusion:ବାଇଟ-୧-ନିର୍ଗୁଣ ମହାକୁଡ଼, ନାଏବ ସରପଞ୍ଚ, ମଥୁରା
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.