ETV Bharat / state

ମେଳାରେ ମହିଳା ଗୋଷ୍ଠୀ ଠାରୁ ମାଣ୍ଡିଆ କିଣିଲେ ବିଧାୟକ

author img

By

Published : Apr 26, 2022, 9:16 AM IST

ପଲ୍ଲିଶ୍ରୀ ମେଳାରେ ମହିଳା ଗୋଷ୍ଠୀ ଠାରୁ ମାଣ୍ଡିଆ କିଣିଲେ ବିଧାୟକ

ପଲ୍ଲିଶ୍ରୀ ମେଳାରେ ସ୍ବୟଂ ସହାୟକ ଗୋଷ୍ଠୀ ଠାରୁ ମାଣ୍ଡିଆ କିଣିଲେ ବୌଦ୍ଧ କଣ୍ଟାମାଳ ବିଧାୟକ । ଅଧିକ ପଢନ୍ତୁ

ବୌଦ୍ଧ: ପଲ୍ଲିଶ୍ରୀ ମେଳା(pallishree mela)ରେ ସ୍ବଂୟ ସହାୟକ ଗୋଷ୍ଠୀ ଠାରୁ ମାଣ୍ଡିଆ କିଣିଲେ ବିଧାୟକ । ରାମଲୀଳାଯାତ୍ରା ଉପଲକ୍ଷେ ବୌଦ୍ଧ ଜିଲ୍ଲା କଚେରୀ ପଡିଆରେ ଆୟୋଜିତ ପଲ୍ଲିଶ୍ରୀ ମେଳାରେ କଣ୍ଟାମାଳ ବିଧାୟକ ମହୀଧର ରଣା ଏକ ଷ୍ଟଲରୁ ମାଣ୍ଡିଆ ଚୂନା କିଣିଛନ୍ତି । ମହିଳା ଗୋଷ୍ଠୀକୁ ଉତ୍ସାହିତ କରିବାକୁ ମାଣ୍ଡିଆ ବାବଦରେ ବିଧାୟକ ଦୁଇ ଗୁଣ ଅର୍ଥ ମଧ୍ୟ ଦେଇଛନ୍ତି । ଯାହାକି ଚର୍ଚ୍ଚାର ବିଷୟ ହୋଇଛି ।

ପଲ୍ଲିଶ୍ରୀ ମେଳାରେ ମହିଳା ଗୋଷ୍ଠୀ ଠାରୁ ମାଣ୍ଡିଆ କିଣିଲେ ବିଧାୟକ
ପଲ୍ଲିଶ୍ରୀ ମେଳାରେ ମହିଳା ଗୋଷ୍ଠୀ ଠାରୁ ମାଣ୍ଡିଆ କିଣିଲେ ବିଧାୟକ

ବୌଦ୍ଧ ଜିଲ୍ଲାର ଗଣପର୍ବ ଶ୍ରୀ ରାମଲୀଳାଯାତ୍ରା ଉପଲକ୍ଷେ ଆୟୋଜିତ ପଲ୍ଲୀଶ୍ରୀ ମେଳାର ତୃତୀୟ ଦିନରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ଏହାଛଡା ବିଭିନ୍ନ ଚିତ୍ର ତାରକା ଓ ଗବେଷକମାନେ ମଧ୍ୟ ସୋମବାର ସନ୍ଧ୍ୟାର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା କଳାକାରମାନେ ବୁଦ୍ଧ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ମେଳାରେ ବିଭିନ୍ନ ଅଞ୍ଚଳରୁ ଆସିଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ହାତ ତିଆରି ସାମଗ୍ରୀର ଯଥେଷ୍ଟ ଚାହିଦା ରହିଥିଲା ।

ବିଧାୟକ ମାଣ୍ଡିଆ ଚୂନା କିଣି ଏସଏଚଜି ଙ୍କୁ ଦୁଇ ଗୁଣ ଅର୍ଥ ପୈଠ କଲେ
ବିଧାୟକ ମାଣ୍ଡିଆ ଚୂନା କିଣି ଏସଏଚଜି ଙ୍କୁ ଦୁଇ ଗୁଣ ଅର୍ଥ ପୈଠ କଲେ
ମେଳାରେ ମହିଳା ଗୋଷ୍ଠୀ ଠାରୁ ମାଣ୍ଡିଆ କିଣିଲେ ବିଧାୟକ
ପଲ୍ଲିଶ୍ରୀ ମେଳାରେ ମହିଳା ଗୋଷ୍ଠୀ ଠାରୁ ମାଣ୍ଡିଆ କିଣିଲେ ବିଧାୟକ
ପଲ୍ଲିଶ୍ରୀ ମେଳାରେ ମହିଳା ଗୋଷ୍ଠୀ ଠାରୁ ମାଣ୍ଡିଆ କିଣିଲେ ବିଧାୟକ
ପଲ୍ଲିଶ୍ରୀ ମେଳାରେ ମହିଳା ଗୋଷ୍ଠୀ ଠାରୁ ମାଣ୍ଡିଆ କିଣିଲେ ବିଧାୟକ
ପଲ୍ଲିଶ୍ରୀ ମେଳାରେ ମହିଳା ଗୋଷ୍ଠୀ ଠାରୁ ମାଣ୍ଡିଆ କିଣିଲେ ବିଧାୟକ
ପଲ୍ଲିଶ୍ରୀ ମେଳାରେ ମହିଳା ଗୋଷ୍ଠୀ ଠାରୁ ମାଣ୍ଡିଆ କିଣିଲେ ବିଧାୟକ
ପଲ୍ଲିଶ୍ରୀ ମେଳାରେ ମହିଳା ଗୋଷ୍ଠୀ ଠାରୁ ମାଣ୍ଡିଆ କିଣିଲେ ବିଧାୟକ

ଖୋଦ କଣ୍ଟାମାଳ ବିଧାୟକ କେତେକ ଷ୍ଟଲ ବୁଲିବା ସହିତ ବିଭିନ୍ନ ଘରକରଣା ସାମଗ୍ରୀ କିଣିଥିଲେ ଏବଂ ମହିଳା ଗୋଷ୍ଠୀ ଠାରୁ ଦୁଇ ଗୁଣା ଅର୍ଥରେ ମାଣ୍ଡିଆ କିଣି ସେମାନଙ୍କୁ ଉତ୍ସାହିତ କରିଥିଲେ ।

ପଲ୍ଲିଶ୍ରୀ ମେଳାରେ ମହିଳା ଗୋଷ୍ଠୀ ଠାରୁ ମାଣ୍ଡିଆ କିଣିଲେ ବିଧାୟକ
ପଲ୍ଲିଶ୍ରୀ ମେଳାରେ ମହିଳା ଗୋଷ୍ଠୀ ଠାରୁ ମାଣ୍ଡିଆ କିଣିଲେ ବିଧାୟକ

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.