ETV Bharat / state

ବୁଲବୁଲ ଇଫେକ୍ଟ'; ଭଦ୍ରକରେ ଓଡ୍ରାଫ ଟିମ୍‌ର ସଫେଇ କାର୍ଯ୍ୟ

author img

By

Published : Nov 9, 2019, 1:56 PM IST

ଭଦ୍ରକ ରାସ୍ତାରେ ବୁଲବୁଲ ପ୍ରଭାବ

ବାତ୍ୟା ବୁଲବୁଲ ପ୍ରଭାବରେ ସହରରେ ଶୁକ୍ରବାର ରାତିରୁ ଲାଗି ରହିଛି ବର୍ଷା ଓ ପବନ । ଫଳରେ ଅନେକ ବିଶାଳ ଗଛ ଭାଙ୍ଗି ରାସ୍ତା ଅବରୋଧ ହେବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି । ତେଣେ ଧାମରା-ଚାନ୍ଦବାଲି ରୋଡସ୍ଥିତ କୋହ୍ଲରେ ଓଡ୍ରାଫ ଟିମ୍‌ ପହଞ୍ଚି ଆରମ୍ଭ କରିଛି ରାସ୍ତା ସଫେଇ ଅଭିଯାନ ।

ଭଦ୍ରକ: ବାତ୍ୟା ବୁଲବୁଲ ପ୍ରଭାବରେ ସହରରେ ଶୁକ୍ରବାର ରାତିରୁ ଲାଗି ରହିଛି ବର୍ଷା ଓ ପବନ । ଫଳରେ ଅନେକ ବିଶାଳ ଗଛ ଭାଙ୍ଗି ରାସ୍ତା ଅବରୋଧ ହେବା ସହ ଯାତାୟତ ବାଧାପ୍ରାପ୍ତ ହୋଇଛି । ହେଲେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ଢେର ଆଗରୁ ସତର୍କତା ଅବଲମ୍ବନ କରିଥିଲେ । ତେଣେ ଧାମରା-ଚାନ୍ଦବାଲି ରୋଡସ୍ଥିତ କୋହ୍ଲରେ ଓଡ୍ରାଫ ଟିମ୍‌ ପହଞ୍ଚି ଆରମ୍ଭ କରିଛି ରାସ୍ତା ସଫେଇ ଅଭିଯାନ ।

ବୁଲବୁଲ ଇଫେକ୍ଟ'; ଭଦ୍ରକରେ ଓଡ୍ରାଫ ଟିମ୍‌ର ସଫେଇ କାର୍ଯ୍ୟ

ଓଡ୍ରାଫ ଟିମ୍‌ର ତତ୍ପର କାର୍ଯ୍ୟ ଯୋଗୁଁ ଦ୍ରୁତ ବେଗରେ ଆରମ୍ଭ ହୋଇଛି ରାସ୍ତା ସଫା କାର୍ଯ୍ୟ । ଯେଉଁଥିରୁ ଟିମ୍‌କୁ ସହାୟତାର ହାତ ବଢାଇଛନ୍ତି ସ୍ଥାନୀୟ ବାସିନ୍ଦା । ତେବେ ଏନେଇ ଗ୍ରାଉଣ୍ଡରେ ସ୍ଥିତି ପଚାରି ବୁଝିଛନ୍ତି ଆମ ସମ୍ବାଦଦାତା । ଦେଖନ୍ତୁ ପୁରା ରିପୋର୍ଟ...

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:od_bha_02_odraf_defford_7203442Body:od_bha_02_odraf_defford_7203442Conclusion:od_bha_02_odraf_defford_7203442
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.