ETV Bharat / state

ବେଆଇନ ବିଦେଶୀ ମଦ ଜବତ, ଜଣେ ଗିରଫ

author img

By

Published : May 29, 2021, 7:01 AM IST

ବେଆଇନ ବିଦେଶୀ ମଦ ଜବତ, ଜଣେ ଗିରଫ
ବେଆଇନ ବିଦେଶୀ ମଦ ଜବତ, ଜଣେ ଗିରଫ

ବଲାଙ୍ଗୀରରେ ବିପୁଳ ପରିମାଣରେ ବେଆଇନ ବିଦେଶୀ ମଦ ଜବତ କରିଥିବା ବେଳେ ଜଣକୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ବାଲାଙ୍ଗୀର: ବଲାଙ୍ଗୀର ପୋଲିସ୍ ବିପୁଳ ପରିମାଣରେ ବେଆଇନ ବିଦେଶୀ ମଦ ଜବତ କରିଥିବା ବେଳେ ଜଣକୁ ଗିରଫ କରିଛି । ଲକଡ଼ାଉନ ସମୟରେ ମଦ ମାଫିଆ ସକ୍ରିୟ ଥିବା ବେଳେ ପୋଲିସ ଜଣକୁ ଗିରଫ କରିବା ସହ ତା ନିକଟରୁ ବିପୁଳ ପରିମାଣରେ ବେଆଇନ ବିଦେଶୀ ମଦ ଜବତ କରିଛି।

ବେଆଇନ ବିଦେଶୀ ମଦ ଜବତ, ଜଣେ ଗିରଫ

ପୁଇନ୍ତଳା ପୋଲିସ୍ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗୀର ସୋନପୁର ରାସ୍ତାରେ ଥିବା ଏକ ଢ଼ାବା ଉପରେ ଅତର୍କିତ ଚଢାଉ କରିଥିଲା । ସେଠୁ ବିପୁଳ ପରିମାଣର ବିଭିନ୍ନ କମ୍ପାନୀର ବେଆଇନ ବିଦେଶୀ ମଦ ଜବତ କରିଛି ।

ବଲାଙ୍ଗୀରରୁ ଶେକ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.