ETV Bharat / sports

CWG 2022: ଦୂତୀ-ଶ୍ରାବଣୀଙ୍କ କମାଲ, 400 ମିଟର ରିଲେ ଫାଇନାଲରେ ଭାରତ

author img

By

Published : Aug 6, 2022, 6:29 PM IST

Updated : Aug 6, 2022, 7:13 PM IST

Etv BCWG 2022: 400 ମିଟର ରିଲେ ଫାଇନାଲରେ ଶ୍ରାବଣୀ-ଦୂତିharat
CWG 2022: ଦୂତୀ-ଶ୍ରାବଣୀଙ୍କ କମାଲ, 400 ମିଟର ରିଲେ ଫାଇନାଲରେ ଭାରତ

ରାଜ୍ୟଗୋଷ୍ଠୀ କ୍ରୀଡା(Commonwealth Games 2022) ମହିଳା 4 x 100m ରିଲେ ଫାଇନାଲରେ ଭାରତ । ଅଧିକ ପଢନ୍ତୁ

ବର୍ମିଂହାମ(ଇଂଲଣ୍ଡ): ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ (Commonwealth Games 2022) ଭାରତୀୟ ଖେଳାଳିଙ୍କ ଦମଦାର ପ୍ରଦର୍ଶନ ଜାରି । ମହିଳା 400 ମିଟର ରିଲେ(Women's 4 x 100m Relay) ଫାଇନାଲରେ ସ୍ଥାନ ପକା କରିଛି ଭାରତ । ଏହି ଟିମରେ ଓଡିଆ ଧାବିକା ଶ୍ରାବଣୀ ନନ୍ଦ, ଦୂତି ଚାନ୍ଦ, ହିମା ଦାସ ଓ ଜ୍ୟୋତି ୟାରଜି ରହିଛନ୍ତି ।

ସେପଟେ ଆଜି(ଶନିବାର) ରାଜ୍ୟଗୋଷ୍ଠୀ କ୍ରୀଡା ପ୍ରତିଯୋଗିତାରେ ଆଥଲେଟିକ୍ସରେ ଭାରତକୁ ତୃତୀୟ ମେଡାଲ ଦେଇଛନ୍ତି ପ୍ରିୟଙ୍କା ଗୋସ୍ବାମୀ । ମହିଳା 10 କିଲୋମିଟର ରେସ୍‌ ୱାକ୍‌ରେ ସିଲଭର ମେଡାଲ ବିଜୟୀ ହୋଇଛନ୍ତି ପ୍ରିୟଙ୍କା । 10 କିଲୋମିଟରକୁ 43 ମିନିଟ 38 ସେକେଣ୍ଡରେ ପହଞ୍ଚି ଇତିହାସ ରଚିଛନ୍ତି ଟୋକିଓ 2020 ଅଲମ୍ପିଆନ ପ୍ରିୟଙ୍କା । ସେହିପରି ୩୦୦୦ ମିଟର ଷ୍ଟେପଲଚେଜ ଇଭେଣ୍ଟରେ ଅବିନାଶ ସାବଲେ ଭାରତକୁ ସିଲଭର ମେଡାଲ ଭେଟି ଦେଇ ଥିବାବେଳେ ।

Last Updated :Aug 6, 2022, 7:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.