ETV Bharat / sports

TATA IPL 2022: ଅଧିନାୟକ ଇଂନିସ ଆରମ୍ଭରୁ ଟସ୍‌ ହାରିଲେ ଜାଡେଜା

author img

By

Published : Mar 26, 2022, 7:08 PM IST

Updated : Mar 26, 2022, 7:21 PM IST

TATA IPL 2022: Kolkata Knight Riders won the toss chose to bowl first against Chennai Super Kings
TATA IPL 2022: ଅଧିନାୟକ ଇଂନିସ ଆରମ୍ଭରୁ ଟସ୍‌ ହାରିଲେ ଜାଡେଜା

ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ରେ ଟସ୍‌ ହାରିଲେ ରବିନ୍ଦ୍ର ଜାଡେଜା । ଟସ୍‌ ଜିତି କୋଲକାତା କ୍ୟାପେଟନ ଶ୍ରେୟସ ଆୟରଙ୍କ ବୋଲିଂ ନିଷ୍ପତ୍ତି । ଅଧିକ ପଢନ୍ତୁ

ମୁମ୍ବାଇ: ଆରମ୍ଭ ହୋଇସାରିଛି ବିଶ୍ବର ବୃହତ ଶ୍ରେଷ୍ଠ ଟି-୨୦ ଲିଗ୍‌ ଇଣ୍ଡିଆନ ପ୍ରିମିୟର ଲିଗ (IPL) । ଉଦ୍‌ଘାଟନୀ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ଗତଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ ଓ ଉପବିଜେତା କୋଲକାତା ନାଇଟ ରାଇଡର୍ସ । କେକେଆର କ୍ୟାପଟେନ ଶ୍ରେୟସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି । ଫଳରେ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର କିଙ୍ଗ୍ସ ।

କୋଲକାତା ନାଇଟ ରାଇଡର୍ସ(ଚୁଡାନ୍ତ ଏକାଦଶ): ଭେଙ୍କଟସ ଆୟର, ଅଜିଙ୍କ୍ୟ ରାହାଣେ, ଶ୍ରେୟସ ଆୟର(କ୍ୟାପଟେନ୍‌), ନୀତିଶ ରାଣା, ସାମ ବିଲିଙ୍ଗ୍ସ(ୱିକେଟ କିପର), ଆନ୍ଦ୍ରେ ରସେଲ, ସୁନୀଲ ନାରିନ, ସେଲଡନ ଜାକସନ, ଉମେଶ ଯାଦବ, ଶିବମ ମାବି, ବରୁଣ ଚକ୍ରବର୍ତ୍ତୀ ।

ଚେନ୍ନାଇ ସୁପର କିଙ୍ଗ୍ସ(ଚୁଡାନ୍ତ ଏକାଦଶ): ଋତୁରାଜ ଗାଏକ୍ବାଡ, ଡେଭନ କନୱେ, ରବିନ ଉଥାପ୍ପା, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା(କ୍ୟାପଟେନ୍‌), ଶିମବ ଦୁବେ, ମହେନ୍ଦ୍ର ସିଂହ ଧୋନି(ୱିକେଟ କିପର), ଡ୍ବାଇନ ବ୍ରାଭୋ, ମିଚେଲ ସାଣ୍ଟନର, ଆଡମ ମିଲନେ, ତୁଷାର ଦେଶପାଣ୍ଡେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Mar 26, 2022, 7:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.