ETV Bharat / sports

IPL 2022: କୋଲକାତା-ଦିଲ୍ଲୀ ଟକ୍କର, ଟସ୍‌ ଜିତିଲେ ପନ୍ତ

author img

By

Published : Apr 28, 2022, 7:04 PM IST

Updated : Apr 28, 2022, 7:42 PM IST

IPL 2022: Delhi Capitals opt to bowl against Kolkata Knight Riders
IPL 2022: କୋଲକାତା-ଦିଲ୍ଲୀ ଟକ୍କର, ଟସ୍‌ ଜିତିଲେ ପନ୍ତ

ଇଣ୍ଡିଆନ ପ୍ରିମିୟର ଲିଗ୍‌ର(IPL 2022) ୪୧ତମ ମୁକାବିଲା ଋଷଭ ପନ୍ତଙ୍କ ନେତୃତାଧୀନ ଦିଲ୍ଲୀ କ୍ୟାପିଟାଲ୍ସ(DC) ଓ ଶ୍ରେୟସ ଆୟରଙ୍କ କୋଲକାତା ନାଇଟ ରାଇଡର୍ସ(KKR) ମଧ୍ୟରେ ଖେଳାଯାଉଛି । ଟସ୍‌ ଜିତି କ୍ୟାପିଟାଲ୍ କ୍ୟାପଟେନ ଋଷଭ ପନ୍ତ ପ୍ରଥମେ ବୋଲିଂ ନିଷ୍ପତି ନେବାସହ KKRକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି । ଅଧିକ ପଢନ୍ତୁ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର(IPL 2022) ୪୧ତମ ମୁକାବିଲା ଋଷଭ ପନ୍ତଙ୍କ ନେତୃତାଧୀନ ଦିଲ୍ଲୀ କ୍ୟାପିଟାଲ୍ସ(DC) ଓ ଶ୍ରେୟସ ଆୟରଙ୍କ କୋଲକାତା ନାଇଟ ରାଇଡର୍ସ(KKR) ମଧ୍ୟରେ ଖେଳାଯାଉଛି । ପଏଣ୍ଟ ଟେବୁଲରେ ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନରେ ଥିବା ଏହି ଦୁଇ ଟିମ ବିଜୟ ସହ ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛନ୍ତି । ଟସ୍‌ ଜିତି କ୍ୟାପିଟାଲ୍ କ୍ୟାପଟେନ ଋଷଭ ପନ୍ତ ପ୍ରଥମେ ବୋଲିଂ ନିଷ୍ପତି ନେବାସହ KKRକୁ ବ୍ୟାଟିଂ ଆମନ୍ତ୍ରଣ କରିଛନ୍ତି ।

ଚୁଡାନ୍ତ ଏକାଦଶ:

କୋଲକାତା ନାଇଟ ରାଇଡର୍ସ: ଆରୋନ ଫିଞ୍ଚ୍‌, ସୁନୀଲ ନାରିନ, ଶ୍ରେୟସ ଆୟର(କ୍ୟାପଟେନ୍‌), ନୀତିଶ ରାଣା, ଭେଙ୍କଟସ ଆୟର, ବାବା ଇନ୍ଦ୍ରଜିତ(ୱିକେଟ କିପର), ରିଙ୍କୁ ସିଂ, ଆନ୍ଦ୍ର ରସେଲ, ଉମେଶ ଯାଦବ, ଟିମ ସାଉଦୀ, ହର୍ଷିତ ରାଣା ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ବୀ ଶହ, ଡେଭିଡ ୱାର୍ଣ୍ଣର, ମିଚେଲ ମାର୍ଶ, ଋଷଭ ପନ୍ତ(କ୍ୟାପଟେନ/ୱିକେଟ କିପର), ଲଳିତ ଯାଦବ, ରୋଭମନ ପାୱେଲ, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ମୁସ୍ତାଫିଜୁର ରେହମାନ, ଚେତନ ସକାରିୟା ।

Last Updated :Apr 28, 2022, 7:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.