", "inLanguage": "or", "publisher": { "@type": "Organization", "name": "ETV Bharat", "url": "https://www.etvbharat.com", "logo": { "@type": "ImageObject", "contentUrl": "https://etvbharatimages.akamaized.net/etvbharat/prod-images/768-512-13169481-thumbnail-3x2-wc.jpg" } } }
", "articleSection": "sports", "articleBody": "ଟସ ଜିତି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ସହ ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଅଧିକ ପଢନ୍ତୁ...ଶାରଜାହ: ଚଳିତ ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟର ୩୭ତମ ମ୍ୟାଚ୍‌ ପଞ୍ଜାବ କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ରହିଛି । ପଏଣ୍ଟ ଟେବୁଲର ଶେଷଭାଗରେ ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି ପଞ୍ଜାବ ଓ ହାଇଦ୍ରାବାଦ । ଫଳରେ ପ୍ଲେ-ଅଫ୍‌ ଦୌଡରେ ରହିବାକୁ ଏହି ମ୍ୟାଚ୍‌ ଉଭୟ ଟିମ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ଟସ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାସହ ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଚୁଡାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ ସହିତ ବିସ୍ଫୋରକ କ୍ରିସ ଗେଲ୍‌ଙ୍କୁ ସାମିଲ କରିଛି ପଞ୍ଜାବ କିଙ୍ଗ୍ସ । ଫାବିଏନ ଆଲେନ, ଇଶାନ ପୋରେଲ ଓ ଆଦିଲ ରସିଦଙ୍କ ସ୍ଥାନଙ୍କ ବଦଳରେ ରବି ବିଷ୍ଣୋଇ, ନାଥନ ଏଲିସଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ହାଇଦ୍ରାବାଦ ଗତ ମ୍ୟାଚ୍‌ର ଅପରିବର୍ତ୍ତିତ ଚୁଡାନ୍ତ ଏକାଦଶ ନେଇ ପଡିଆକୁ ଓହ୍ଲାଇଛି ।ଚୁଡାନ୍ତ ଏକାଦଶ: ସନରାଇଜର୍ସ ହାଇଦ୍ରାବାଦ: କେନ ୱିଲିୟମସନ(କ୍ୟାପଟେନ), ଡେଭିଡ ୱାର୍ଣ୍ଣର, ରିଦ୍ଧିମାନ ଶାହା(ୱିକେଟ କିପର), ମନୀଷ ପାଣ୍ଡେ, କେଦାର ଯାଦବ, ଅବଦୁଲ ସମାଦ, ଜେସନ ହୋଲ୍ଡର, ରସିଦ ଖାନ, ଭୁବନେଶ୍ବର କୁମାର, ସନ୍ଦୀପ ଶର୍ମା ଓ ଖଲିଲ ଅହମ୍ମଦ ।ପଞ୍ଜାବ କିଙ୍ଗ୍ସ: ମୟଙ୍କ ଅଗ୍ରୱାଲ, କ୍ରିସ ଗେଲ, ଆଡନ ମାର୍କ୍ରମ, ନିକୋଲାସ ପୁରୋନ, ଦୀପକ ହୁଡ୍ଡା, ପବି ବିଷ୍ଣୋଇ, ମହମ୍ମଦ ସାମି, ହରପ୍ରୀତ ବ୍ରାର, ଅର୍ଶଦୀପ ସିଂହ ଓ ନାଥନ ଏଲିସ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ", "url": "https://www.etvbharat.com/oriya/odisha/sports/cricket/ipl/ipl-2021-sunrisers-hyderabad-opt-to-bowl-against-punjab-kings/or20210925192754838", "inLanguage": "or", "datePublished": "2021-09-25T19:27:57+05:30", "dateModified": "2021-09-25T19:46:52+05:30", "dateCreated": "2021-09-25T19:27:57+05:30", "thumbnailUrl": "https://etvbharatimages.akamaized.net/etvbharat/prod-images/768-512-13169481-thumbnail-3x2-wc.jpg", "mainEntityOfPage": { "@type": "WebPage", "@id": "https://www.etvbharat.com/oriya/odisha/sports/cricket/ipl/ipl-2021-sunrisers-hyderabad-opt-to-bowl-against-punjab-kings/or20210925192754838", "name": "IPL 2021: ଟସ୍‌ ଜିତିଲେ ୱିଲିୟମସନ, ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ", "image": "https://etvbharatimages.akamaized.net/etvbharat/prod-images/768-512-13169481-thumbnail-3x2-wc.jpg" }, "image": { "@type": "ImageObject", "url": "https://etvbharatimages.akamaized.net/etvbharat/prod-images/768-512-13169481-thumbnail-3x2-wc.jpg", "width": 1200, "height": 900 }, "author": { "@type": "Organization", "name": "ETV Bharat", "url": "https://www.etvbharat.com/author/undefined" }, "publisher": { "@type": "Organization", "name": "ETV Bharat Odisha", "url": "https://www.etvbharat.com", "logo": { "@type": "ImageObject", "url": "https://etvbharatimages.akamaized.net/etvbharat/static/assets/images/etvlogo/oriya.png", "width": 82, "height": 60 } } }

ETV Bharat / sports

IPL 2021: ଟସ୍‌ ଜିତିଲେ ୱିଲିୟମସନ, ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ

author img

By

Published : Sep 25, 2021, 7:27 PM IST

Updated : Sep 25, 2021, 7:46 PM IST

ipl 2021: Sunrisers Hyderabad opt to bowl against Punjab kings
IPL 2021: ଟସ୍‌ ଜିତିଲେ ୱିଲିୟମସନ, ପଞ୍ଜାବକୁ ବ୍ୟାଟିଂ ଆମନ୍ତ୍ରଣ

ଟସ ଜିତି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ସହ ପଞ୍ଜାବ କିଙ୍ଗ୍ସକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି । ଅଧିକ ପଢନ୍ତୁ...

ଶାରଜାହ: ଚଳିତ ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟର ୩୭ତମ ମ୍ୟାଚ୍‌ ପଞ୍ଜାବ କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ରହିଛି । ପଏଣ୍ଟ ଟେବୁଲର ଶେଷଭାଗରେ ଯଥାକ୍ରମେ ସପ୍ତମ ଓ ଅଷ୍ଟମ ସ୍ଥାନରେ ରହିଛନ୍ତି ପଞ୍ଜାବ ଓ ହାଇଦ୍ରାବାଦ । ଫଳରେ ପ୍ଲେ-ଅଫ୍‌ ଦୌଡରେ ରହିବାକୁ ଏହି ମ୍ୟାଚ୍‌ ଉଭୟ ଟିମ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ଟସ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବାସହ ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି ।

ଚୁଡାନ୍ତ ଏକାଦଶରେ ୩ଟି ପରିବର୍ତ୍ତନ ସହିତ ବିସ୍ଫୋରକ କ୍ରିସ ଗେଲ୍‌ଙ୍କୁ ସାମିଲ କରିଛି ପଞ୍ଜାବ କିଙ୍ଗ୍ସ । ଫାବିଏନ ଆଲେନ, ଇଶାନ ପୋରେଲ ଓ ଆଦିଲ ରସିଦଙ୍କ ସ୍ଥାନଙ୍କ ବଦଳରେ ରବି ବିଷ୍ଣୋଇ, ନାଥନ ଏଲିସଙ୍କୁ ସ୍ଥାନ ମିଳିଛି । ଅନ୍ୟପଟେ ହାଇଦ୍ରାବାଦ ଗତ ମ୍ୟାଚ୍‌ର ଅପରିବର୍ତ୍ତିତ ଚୁଡାନ୍ତ ଏକାଦଶ ନେଇ ପଡିଆକୁ ଓହ୍ଲାଇଛି ।

ଚୁଡାନ୍ତ ଏକାଦଶ:

ସନରାଇଜର୍ସ ହାଇଦ୍ରାବାଦ: କେନ ୱିଲିୟମସନ(କ୍ୟାପଟେନ), ଡେଭିଡ ୱାର୍ଣ୍ଣର, ରିଦ୍ଧିମାନ ଶାହା(ୱିକେଟ କିପର), ମନୀଷ ପାଣ୍ଡେ, କେଦାର ଯାଦବ, ଅବଦୁଲ ସମାଦ, ଜେସନ ହୋଲ୍ଡର, ରସିଦ ଖାନ, ଭୁବନେଶ୍ବର କୁମାର, ସନ୍ଦୀପ ଶର୍ମା ଓ ଖଲିଲ ଅହମ୍ମଦ ।

ପଞ୍ଜାବ କିଙ୍ଗ୍ସ: ମୟଙ୍କ ଅଗ୍ରୱାଲ, କ୍ରିସ ଗେଲ, ଆଡନ ମାର୍କ୍ରମ, ନିକୋଲାସ ପୁରୋନ, ଦୀପକ ହୁଡ୍ଡା, ପବି ବିଷ୍ଣୋଇ, ମହମ୍ମଦ ସାମି, ହରପ୍ରୀତ ବ୍ରାର, ଅର୍ଶଦୀପ ସିଂହ ଓ ନାଥନ ଏଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Sep 25, 2021, 7:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.