ETV Bharat / sports

IPL2021 final: ଟସ୍‌ ଜିତିଲା KKR, ବ୍ୟାଟିଂ କରିବ ଧୋନିବାହିନୀ

author img

By

Published : Oct 15, 2021, 7:13 PM IST

Updated : Oct 15, 2021, 7:45 PM IST

IPL 2021 final: KKR won the toss and chose to bowl first against csk
IPL 2021 final: ଟସ୍‌ ଜିତିଲା କୋଲକାତା, ବ୍ୟାଟିଂ କରିବ ଧୋନିବାହିନୀ

ଫାଇନାଲ ମୁକାବିଲାରେ ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି KKR କ୍ୟାପଟେନ ଇଆନ ମୋର୍ଗାନ । ଅଧିକ ପଢନ୍ତୁ...

ଦୁବାଇ: ଆଇପିଏଲ ୨୦୨୧ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି । ଟ୍ରଫି ନିଜ ନାମରେ କରିବାକୁ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ଓ ଇଆନ ମୋର୍ଗାନଙ୍କ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଲଢେଇ ହେବ ।

ପ୍ରଥମେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି KKR କ୍ୟାପଟେନ ଇଆନ ମୋର୍ଗାନ । ଫଳରେ ପ୍ରଥମେ ବ୍ୟାଟିଂ କରିବ ଚେନ୍ନାଇ ସୁପର କିଙ୍ଗ୍ସ ।

ଚୁଡାନ୍ତ ଏକାଦଶ:

କୋଲକାତା ନାଇଟ ରାଇଡର୍ସ: ଶୁଭମନ ଗିଲ୍‌, ଭେଙ୍କଟସ ଆୟର, ରାହୁଲ ତ୍ରିପାଠୀ, ନୀତିଶ ରାଣା, ଇଆନ ମୋର୍ଗାନ, ଦିନେଶ କାର୍ତ୍ତିକ, ସାକିବ-ଅଲ ହାସନ, ସୁନୀଲ ନାରିନ, ଲୋକି ଫର୍ଗୁସନ, ବରୁଣ ଚକ୍ରବର୍ତ୍ତୀ, ଶିବମ ମାବି ।

ଚେନ୍ନାଇ ସୁପର କିଙ୍ଗ୍ସ: ଫାଫ ଡୁପ୍ଲେସିସ୍‌, ଋତୁରାଜ ଗାଏକ୍ବାଡ, ମୋଇନ ଅଲୀ, ଅମ୍ବାତି ରାୟୁଡୁ, ରବିନ ଉଥାପ୍ପା, ମହେନ୍ଦ୍ର ସିଂହ ଧୋନି, ରବିନ୍ଦ୍ର ଜାଡେଜା, ଡିଜେ ବ୍ରାଭୋ, ଶାର୍ଦ୍ଦୁଳ ଠାକୁର, ଦୀପକ ଚହର, ଜସ ହେଜେଲଉଡ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 15, 2021, 7:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.