ETV Bharat / sports

IPL Eliminator: ଟସ୍‌ ଜିତି KKR ବିପକ୍ଷରେ ବ୍ୟାଟିଂ କରିବ RCB

author img

By

Published : Oct 11, 2021, 7:12 PM IST

Updated : Oct 11, 2021, 7:36 PM IST

IPL 2021,Eliminator : RCB won the toss elect to bat first against KKR
IPL Eliminator: ଟସ୍‌ ଜିତି KKR ବିପକ୍ଷରେ ବ୍ୟାଟିଂ କରିବ RCB

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାପେଟନ୍‌ ବିରାଟ କୋହଲି । ଅଧିକ ପଢନ୍ତୁ...

ଶାରଜାହ: ଆଇପିଏଲ 2021ର ଏଲିମିନେଟର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(RCB) ଓ କୋଲକାତା ନାଇଟ ରାଇଡର୍ସ(KKR) ମଧ୍ୟରେ ଖେଳାଯାଉଛି । ବିଜେତା ଟିମ ଦିଲ୍ଲୀ କ୍ୟାପିଟାଲ୍ସ ସହ କ୍ବାଲିଫାୟର ୨ ମୁକାବିଲା ଖେଳିବ ଓ ପରାଜିତ ଟିମ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେବ ।

ଫଳରେ ଏହି ମ୍ୟାଚ ଉଭୟ RCB ଓ KKR ପାଇଁ ଚ୍‌ 'କର ବା ମର' ସଦୃଶ ହୋଇଛି । ଏହି ହାଇଭୋଲଟେଜ୍‌ ମୁକାବିଲାରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କ୍ୟାପେଟନ୍‌ ବିରାଟ କୋହଲି ।

ଚୂଡାନ୍ତ ଏକାଦଶ:

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର: ଦେବଦତ୍ତ ପାଦିକ୍କଲ, ଶ୍ରୀକର ଭାରତ(ୱିକେଟ କିପର), ଡାନିଏଲ କ୍ରୀଷ୍ଟିଆନ, ଗ୍ଳେନ ମାକ୍ସୱେଲ, ଏବି ଡି ଭିଲୟର୍ସ, ଶାହାବାଜ ଅହମ୍ମଦ, ହର୍ଷଲ ପଟେଲ, ଜର୍ଜ ଗାର୍ଟନ, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ ।

କୋଲକାତା ନାଇଟ ରାଇଡର୍ସ: ଶୁଭମନ ଗିଲ୍‌, ଭେଙ୍କଟସ ଆୟର, ରାହୁଲ ତ୍ରିପାଠୀ, ନୀତିଶ ରାଣା, ଇଆନ ମୋର୍ଗାନ(କ୍ୟାପଟେନ), ସାକିବ ଅଲ ହସନ, ଦିନେଶ କାର୍ତ୍ତିକ(ୱିକେଟ କିପର), ସୁନୀଲ ନାରିନ, ଶିବମ ମାବି, ଲୁକି ଫର୍ଗୁସନ, ବରୁଣ ଚକ୍ରବର୍ତ୍ତୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Oct 11, 2021, 7:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.