ETV Bharat / sports

T20 World Cup: ୧୫ ଜଣିଆ ଇଂଲଣ୍ଡ ସ୍କ୍ବାଡ ଘୋଷଣା

author img

By

Published : Sep 9, 2021, 4:21 PM IST

England name 15 member squad for the ICC men's T20 World Cup 2021
T20 World Cup: ୧୫ ଜଣିଆ ଇଂଲଣ୍ଡ ସ୍କ୍ବାଡ ଘୋଷଣା

ଟି୨୦ ବିଶ୍ବକପ ପାଇଁ ୧୫ ଜଣିଆ ସ୍କ୍ବାଡ ଘୋଷଣା କରିଛି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) । ଅଧିକ ପଢନ୍ତୁ...

ହାଇଦ୍ରାବାଦ: ଟି୨୦ ବିଶ୍ବକପ ପାଇଁ ୧୫ ଜଣିଆ ସ୍କ୍ବାଡ ଘୋଷଣା କରିଛି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡ(ECB) । ୨୦୧୯ ଦିନିକିଆ ବିଶ୍ବକପ ବିଜେତା କ୍ୟାପଟେନ ଇଆନ ମୋର୍ଗାନ ଦଳର ନେତୃତ୍ବ ନେବେ । ଆଦିଲ ରସିଦ ଓ ମୋଇନ ଅଲୀ ଦଳର ପ୍ରମୁଖ ସ୍ପିନର ରହିଛନ୍ତି । ପୂର୍ବରୁ ଷ୍ଟାର ଅଲରାଉଣ୍ଡର ବେନ୍‌ ଷ୍ଟୋକ୍ସଙ୍କୁ ନେଇ କରାଯାଉଥିବା ଅନୁମାନ ସତ ହୋଇଛି । ଷ୍ଟୋକ୍ସଙ୍କୁ ସ୍କ୍ବାଡରେ ସାମିଲ କରାଯାଇନାହିଁ ଅନ୍ୟପଟେ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ନାମ ମଧ୍ୟ ନାହିଁ ।

ଇଂଲଣ୍ଡ ଟି୨୦ ବିଶ୍ବକପ ସ୍କ୍ବାଡ୍‌:

ଇଆନ ମୋର୍ଗାନ(କ୍ୟାପଟେନ୍‌), ମୋଇନ ଅଲୀ, ଜନ୍ନି ବେୟାରଷ୍ଟୋ, ସାମ ବିଲିଙ୍ଗ୍ସ, ଜସ୍‌ ବଟଲର୍‌, ସାମ କରନ, କ୍ରିସ ଜୋର୍ଡାନ, ଲିଆନ ଲିଭିଂଷ୍ଟୋନ୍‌, ଡେୱିଡ ମଲାନ, ତେମାଲ ମିଲ୍‌ସ, ଆଦିଲ ରସିଦ, ଜେସନ ରୟ, ଡେଭିଡ ୱିଲି, କ୍ରିସ ୱର୍କ୍ସ, ମାର୍କ ଉଡ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.