ETV Bharat / sports

ହରଭଜନଙ୍କ ବୋଲିଂ ଆକ୍ସନ ଦେଖାଇଲେ ବିରାଟ, ଦେଖନ୍ତୁ ଭିଡିଓ

author img

By

Published : Jan 7, 2020, 11:28 PM IST

virat-kohli-imitates-harbhajan-singhs-bowling-action
ହରଭଜନ ସିଂଙ୍କ ବୋଲିଂ ଆକ୍ସନ ଦେଖାଇଲେ ବିରାଟ

ମ୍ୟାଚ ପାଇଁ ଉପସ୍ଥାପକ ଥିବା ଭାରତୀୟ ସ୍ପିନର ହରଭଜନ ସିଂଙ୍କ ବୋଲିଂ ଆକ୍ସନ ଦେଖାଇଛନ୍ତି ବିରାଟ । ଯାହାର ଏକ ଭିଡିଓ ଭାଇରାଲ ହୋଇଛି ।

ଇନ୍ଦୋର: ମ୍ୟାଚ ପୂର୍ବରୁ ପଡିଆରେ ବିରାଟଙ୍କ ମସ୍ତି । ଶ୍ରୀଲଙ୍କା ବିପକ୍ଷ 2ୟ ଟି-20 ମ୍ୟାଚ ପୂର୍ବରୁ ବର୍ଡକାଷ୍ଟର ଉପସ୍ଥାପକଙ୍କ ସହ ମସ୍ତି କରିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି । ମ୍ୟାଚ ପାଇଁ ଉପସ୍ଥାପକ ଥିବା ଭାରତୀୟ ସ୍ପିନର ହରଭଜନ ସିଂଙ୍କ ବୋଲିଂ ଆକ୍ସନ ଦେଖାଇଛନ୍ତି ବିରାଟ । ଯାହାର ଏକ ଭିଡିଓ ଭାଇରାଲ ହୋଇଛି ।

ମଙ୍ଗଳବାର ଇନ୍ଦୋରରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ଘରୋଇ ଟି-20 ସିରିଜର 2ୟ ମ୍ୟାଚ 7 ୱିକେଟରେ ଜିତି ନେଇଛି ଘରୋଇ ଦଳ । ତେବେ ଆସାମର ବର୍ଷ।ପରାରେ ବର୍ଷାରେ ପ୍ରଥମ ମ୍ୟାଚ ଧୋଇ ଗଲା ପରେ ମଙ୍ଗଳବାର ଖେଳାଯାଇଛି 2ୟ ଟି-20 ।

Intro:Body:

BLANK FOR LINK 


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.