ETV Bharat / sports

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଲଞ୍ଚବ୍ରେକ ସୁଦ୍ଧା ଇଂଲଣ୍ଡ 6/0

author img

By

Published : Mar 6, 2021, 12:38 PM IST

ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଲଞ୍ଚବ୍ରେକ ସୁଦ୍ଧା ଇଂଲଣ୍ଡ 6/0
ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଲଞ୍ଚବ୍ରେକ ସୁଦ୍ଧା ଇଂଲଣ୍ଡ 6/0

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର 4ର୍ଥ ଟେଷ୍ଟର 3ୟ ଦିନର ଖେଳ ଜାରି ରହିଛି । ତେବେ 3ୟଦିନର ଲଞ୍ଚ ବ୍ରେକ ସୁଦ୍ଧା ଅତିଥି ଦଳ 6ରନ୍‌ କରିଛି ।

ଅହମ୍ମଦାବାଦ:ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର 4ର୍ଥ ଟେଷ୍ଟର 3ୟ ଦିନର ଖେଳ ଜାରି ରହିଛି । ତେବେ 3ୟ ଦିନର ଲଞ୍ଚ ବ୍ରେକ ସୁଦ୍ଧା ଅତିଥି ଦଳ 6ରନ୍‌ କରିଛି । ତେବେ ବ୍ରେକ ବେଳକୁ କ୍ରିଜରେ ଜ୍ୟାକ୍‌ କ୍ରାଓ୍ବଲି (5ରନ୍‌) ଓ ଡୋମିନିକ୍‌ ସିବଲି (1ରନ୍‌) ରହିଛନ୍ତି ।

ତେବେ ଇଂଲଣ୍ଡ ଦଳ 154ରନ୍‌ରେ ପଛୁଆ ରହିଛି ।

ଏହାପୂର୍ବରୁ ଟିମ ଇଣ୍ଡିଆ ପ୍ରଥମ ପାଳିରେ 365ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା । ଯୁବ ଖେଳାଳି ଓ୍ବାସିଂଟନ ସୁନ୍ଦର ସାନଦାର୍‌ ପ୍ରଦର୍ଶନ ବଳରେ 96ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.